ବିଂଝାରପୁରରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ, ଆମଲେଟକୁ ନିଆଁରେ ପୋଡିଲେ ପ୍ଲାଷ୍ଟିକ୍ ଭଳି ଜଳିଯାଉଛି
ଯାଜପୁର(କେନ୍ୟୁଜ୍): ବିଂଝାରପୁର ଅଂଚଳରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ । ଗତ କିଛି ଦିନ ଧରି ଏହି ଅଂଚଳରେ ପ୍ଳାଷ୍ଟିକ୍ ଅଣ୍ଡା କାରବାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଂଝାରପୁର ଚିକଣା ପଇରଖ ଗାଁରୁ ଆସିଛି ଏମିତି ଅଭିଯୋଗ । ଗାଁର ଚନ୍ଦ୍ରଶେଖର ମହାପାତ୍ର ପାଖ ଦୋକାନରୁ ଅଣ୍ଡା…