କ୍ୟାପ୍ସୁଲ୍ର ପ୍ଲାଷ୍ଟିକ୍ କଭର ପେଟକୁ ଗଲେ କ’ଣ ହୁଏ? ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ
ମେଡିସିନ୍ ଭାବେ ଆମେ କେବେ ନା କେବେ ନିହାତି କ୍ୟାପସୁଲ୍ ଖାଇଥିବା। କିନ୍ତୁ କେବେ ଭାବିଛନ୍ତି ଏହି କ୍ୟାପସୁଲ୍ର ଉପରେ ଥିବା କଭର କେଉଁଥିରେ ତିଆରି, ଏହା ସତରେ କ’ଣ ପ୍ଲାଷ୍ଟିକ୍ରେ ପ୍ରସ୍ତୁତ କରାଯାଇଛି? ଯଦି ଏହା ପ୍ଲାଷ୍ଟିକ୍ରେ ତିଆରି, ତେବେ ପେଟକୁ ଯିବା ପରେ ଏହା କ’ଣ ହୁଏ। ଆପଣ…