Browsing Tag

plastic surgery

ଏସ ସି ବି ମେଡିକାଲ କଲେଜର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ହେଲା ଏକ ନୂତନ ଓ ବିରଳ ଅସ୍ତ୍ରୋପଚାର

କଟକ: ଗୋଡ଼ଟି ସଂପୂର୍ଣ୍ଣ ମାତ୍ରାରେ ଫୁଲିଯାଇଥିଲା । ନା ଠିକ୍‌ ରେ ଚାଲି ବୁଲି ପାରୁଥିଲେ ନା ନିଜ କାମ ଠିକରେ କରି ପାରୁଥିଲେ । ଯେଉଁଥିପାଇଁ ଦୈନନ୍ଦିନ ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରୁଥିଲା । ଫଳରେ ମାନସିକ ଚାପରେ ରହୁଥିଲେ ମହିଳାଜଣକ । ଏହି ରୋଗଟି ଆଉ ଜୀବନ ଯାକ ଭଲ ହେବ ନାହିଁ…

ପ୍ଲାଷ୍ଟିକ ନଥାଇ ବି ଏହାକୁ କାହିଁକି କୁହାଯାଏ ପ୍ଲାଷ୍ଟିକ ସର୍ଜରୀ

ପ୍ଲାଷ୍ଟିକ ସର୍ଜରୀ । ଯେ କେହି ବି ଏ ନାଁ ଶୁଣିଥିବେ । କିନ୍ତୁ କେବେ ଭାବିଛନ୍ତି କି ଯଦି ଅସ୍ତ୍ରୋପଚାର ସମୟରେ ପ୍ଲାଷ୍ଟିକ ବ୍ୟବହାର ହୁଏ ନାହିଁ । ତେବେ ଏହାକୁ କାହିଁକି କୁହାଯାଉଛି ପ୍ଲାଷ୍ଟିକ ସର୍ଜରୀ । ଜାଣନ୍ତୁ ଏହା ପଛର କାରଣ । ଏକ ମେଣ୍ଟାଲ ଫ୍ଲସ ରିପୋର୍ଟରେ ଓହିଓ ସ୍ଥିତ…

ରକୁଲପ୍ରୀତ ସିଂହ ବି କରିସାରିଲେଣି ପ୍ଲାଷ୍ଟିକ୍‌ ସର୍ଜରୀ? ଆଦୌ ଚିହ୍ନା ପଡ଼ୁନାହାନ୍ତି; ଦେଖନ୍ତୁ ଫଟୋ

ବଦଳିଯାଇଛନ୍ତି ରକୁଲପ୍ରୀତ ସିଂହ। ନିକଟରେ ପ୍ଲାଷ୍ଟିକ୍‌ ସର୍ଜରୀ କରି ତାଙ୍କ ରୂପ ସମ୍ପୂର୍ଣ୍ଣ ବଦଳିଯାଇଛି ବୋଲି ଚର୍ଚ୍ଚା ହେଉଛି। ଏବେ ଆଦୌ ଚିହ୍ନା ପଡ଼ୁନାହାନ୍ତି ଏହି ଅଭିନେତ୍ରୀ ଜଣକ। ସବୁବେଳେ କୌଣସି ନା କୌଣସି ମାମଲାକୁ ନେଇ ଚର୍ଚ୍ଚାରେ ରହୁଥିବା ରକୁଲ ଏବେ ପୁଣିଥରେ ଏହି କାରଣରୁ…

ପ୍ଲାଷ୍ଟିକ ସର୍ଜରୀ ହୋଇଥିବା ମନୁଷ୍ୟଙ୍କ ମୃତ୍ୟୁ ପରେ କଣ ହୋଇଥାଏ ଜାଣନ୍ତୁ

ପ୍ଲାଷ୍ଟିକର ବ୍ୟବହାର ପ୍ରକୃତି ପାଇଁ ଅତ୍ୟନ୍ତ ବିପଜ୍ଜନକ । ପ୍ଲାଷ୍ଟିକ୍ ଏପରି ଏକ ଜିନିଷ ଯାହା କେବେବି ମାଟିରେ ମିଶେ ନାହିଁ । ଏହି କାରଣରୁ, ପରିବେଶରେ ବହୁତ ଅଳିଆ ଆବର୍ଜନା ହୋଇଥାଏ | ଏଥି ପାଇଁ ଲୋକଙ୍କୁ ପ୍ଲାଷ୍ଟିକର ବ୍ୟବହାରକୁ କମ୍ କରିବାକୁ କୁହାଯାଏ । ଯଦି ପ୍ଲାଷ୍ଟିକ୍ କେବେ ବି…

SCBରେ ବିରଳ ଅସ୍ତ୍ରୋପଚାର, ୧୫ ମାସର ଶିଶୁ କନ୍ୟା ହାତରେ ପ୍ରତ୍ୟାରୋପଣ ହେଲା ନୂଆ ଆଙ୍ଗୁଠି

କଟକ (କେନ୍ୟୁଜ୍) : ଏସସିବି ମେଡିକାଲର ଡାକ୍ତର କରି ଦେଖାଇଛନ୍ତି ଅସମ୍ଭବକୁ ସମ୍ଭବ ଆଉ ରାଜ୍ୟ ଚିକିତ୍ସା ଇତିହାସରେ ଏହାକୁ ପ୍ରଥମ ବୋଲି କୁହାଯାଉଛି। ପ୍ଲାଷ୍ଟିକ ସର୍ଜରୀ ବିଭାଗରେ କରିଛନ୍ତି ବିରଳ ଅସ୍ତ୍ରୋପଚାର। ଯାହାକୁ ଜାଣିଲା ପରେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ। ପନ୍ଦର…

ଏସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ସଫଳତା, ୧୦ ଘଣ୍ଟା ଅପରରେସନରେ ରୋପଣ କଲେ କୃତ୍ରିମ ଯୌନାଙ୍ଗ

କଟକ ବଡ ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗର ବଡ ସଫଳତା। ୧୦ ଜଣିଆ ଡାକ୍ତରୀ ଦଳ ଦୀର୍ଘ ୧୦ ଘଣ୍ଟାର ଅପରରେସନ ପରେ ଜଣେ ଯୁବକଙ୍କ ଏକ କୃତ୍ରିମ ଯୌନାଙ୍ଗ ରୋପଣ କରିଛନ୍ତି। ଏଭଳି ବିରଳ ଅସ୍ତ୍ରୋପଚାର ଓଡିଶାରେ ପ୍ରଥମ ବୋଲି କଟକ ଏସସିବି ବଡ ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର…