Browsing Tag

platform

ସ୍ତ୍ରୀ’ଙ୍କ ଉପରେ ରାଗି ପ୍ଲାଟଫର୍ମରେ ଚଳାଇଲେ ଗାଡ଼ି, ଯାତ୍ରୀ ହନ୍ତସନ୍ତ

ସ୍ତ୍ରୀ ରାଗିଗଲେ, ସ୍ୱାମୀ ମନେଇ ପାରିଲେନି । ଯେତେବେଳେ ସ୍ତ୍ରୀ’ଙ୍କ ରାଗ ମୁଣ୍ଡକୁ ଚଢ଼ିଗଲା ସେ ବାପଘରକୁ ଯିବାକୁ ବାହାରିଲେ । ଚାଲିଲେ ରେଳ ଷ୍ଟେସନକୁ । ସ୍ବାମୀଙ୍କର ଆଉ ମୁଣ୍ଡ କାମ କଲାନି, ସିଧା ସ୍ତ୍ରୀଙ୍କ ପଛରେ ଷ୍ଟେସନକୁ ପଳେଇଲେ । ଚାଲିକି ନୁହେଁ ମ ଦର୍ଶକ ବନ୍ଧୁ, କାର ଧରି ସିଧା…

ଓଡ଼ିଶାକୁ ନିତି ଆୟୋଗର ପ୍ରଶଂସା, ଗତ ୧୦ ବର୍ଷରେ ରାଜ୍ୟରେ ଶସ୍ୟ ଉତ୍ପାଦନରେ ହୋଇଛି ବଡ଼ ଅଭିବୃଦ୍ଧି

ଓଡ଼ିଶା କୃଷି ଅଭିବୃଦ୍ଧିକୁ ନିତି ଆୟୋଗର ପ୍ରଶଂସା ।  ଗତ ୧୦ ବର୍ଷରେ ରାଜ୍ୟରେ ଶସ୍ୟ ଉତ୍ପାଦନରେ ବଡ଼ ଅଭିବୃଦ୍ଧି ହୋଇଛି ।  ଦେଶର ଉତ୍ପାଦନଠୁ ୨ ଗୁଣା ଅଧିକ ହୋଇଛି କୃଷି ଉତ୍ପାଦନ। ଭୁବନେଶ୍ବରରେ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀରେ ନିତି ଆୟୋଗ ସଦସ୍ୟ ରମେଶ…

ପ୍ଲାଟଫର୍ମ ଟିକେଟ ପାଇଁ ଧାଡ଼ିରେ ରହିବା ଆଉ ଦରକାର ନାହିଁ, ଏଣିକି ମୋବାଇଲ ଆପ୍‌ ମାଧ୍ୟମରେ ବୁକିଂ କରିପାରିବେ ଟିକେଟ

ନୂଆଦିଲ୍ଲୀ : ରେଳଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଅନେକ ସମୟରେ ସୂଚନା ଅଭାବରୁ ପ୍ଲାଟଫର୍ମ ଟିକେଟ୍ କିମ୍ବା ସଂରକ୍ଷିତ ଟିକେଟ୍ ପାଇଁ ଅନେକ ଲୋକ ରେଳ ଷ୍ଟେସନରେ ଲମ୍ବା ଧାଡି ଦେଇ ଛିଡା ହୁଅନ୍ତି । ଏହା ଉଭୟ ସୁସ୍ଥ, ଅସୁସ୍ଥ, ପୁରୁଷ, ମହିଳା, ଶିଶୁ, ବୃଦ୍ଧଙ୍କ ପାଇଁ ସମସ୍ୟା…