Browsing Tag

play cricket at home

ଗୁଗଲର ତିଆରି କଲା ଖାସ ଡୁଡଲ, ଲକଡାଉନରେ ଘରେ ବସି ଖେଳିପାରିବେ କ୍ରିକେଟ

କରୋନା ଭାଇରସ କାରଣରୁ ସମଗ୍ର ଦେଶରେ ଲକଡାଉନ ଜାରି ରହିଛି। ଏଥିପାଇଁ ସମସ୍ତ ଲୋକମାନେ ନିଜ ନିଜ ଘରେ ବନ୍ଦ ହୋଇରହିଛନ୍ତି। ଏହିକାରଣରୁ କିଛି ଲୋକଙ୍କୁ ବୋରିଂ ଅନୁଭବ ହେଉଛି। ଲୋକମାନଙ୍କର ଏହି ବୋରିଂ ଅନୁଭବ ଦୂର କରିବା ପାଇଁ ଆଜି ଗୁଗଲ ଡୁଡଲ ଜରିଆରେ ପୁରୁଣା ଲୋକପ୍ରିୟ କ୍ରିକେଟ ଗେମ…