Browsing Tag

play kasturab role in theater

ଦୀର୍ଘ ୧୫ ବର୍ଷ ପରେ ଥିଏଟରକୁ କମ୍‌ବ୍ୟାକ୍‌ କରୁଛନ୍ତି ଜୀନତ ଅମାନ୍‌, କସ୍ତୁରବାଙ୍କ ଚରିତ୍ରରେ ଆସିବେ ନଜର

ଅଭିନେତ୍ରୀ ଜୀନତ ଅମାନ ଦୀର୍ଘ ୧୫ ବର୍ଷ ପରେ ଥିଏଟର ଜଗତକୁ କମ୍‌ବ୍ୟାକ କରୁଛନ୍ତି। ଜୀନତ ନାଟକ ‘ଡିୟରେଷ୍ଟ ବାପୁ, ଲଭ କସ୍ତୁରବା’ରେ ନଜର ଆସିବେ। ଏହି ନାଟକରେ ଜୀନତ ମହାତ୍ମା ଗାନ୍ଧିଙ୍କ ପତ୍ନୀ କସ୍ତୁରବା ଗାନ୍ଧିଙ୍କ ଭୂମିକାରେ ନଜର ଆସିବେ। ଫେବୃଆରୀ ୨୧ରେ ‘ ଦ ଗ୍ରେଟ ଇଣ୍ଡିଆନ ଥିଏଟର…