ପାକିସ୍ତାନ ଟିମକୁ ଝଟକା, ୩୬ ଘଣ୍ଟାରେ ୩ ଖେଳାଳି ନେଲେ ସନ୍ନ୍ୟାସ
ପାକିସ୍ତାନ କ୍ରିକେଟ ଟିମକୁ ବଡ଼ ଝଟକା । ଏକାଥରକେ ସନ୍ନ୍ୟାସ ନେଲେ ପାକିସ୍ତାନର ୩ ଖେଳାଳି । ମାତ୍ର ୩୬ ଘଣ୍ଟା ମଧ୍ୟରେ ପାକିସ୍ତାନର ୩ ଜଣ ଖେଳାଳି ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଅଲରାଉଣ୍ଡର ଇମାଦ ୱାମିନ, ମହମ୍ମଦ ଆମିର, ମହମ୍ମଦ ଇରଫାନ ସନ୍ନ୍ୟାସ ନେଇଛନ୍ତି ।…