Browsing Tag

players

ଲଜ୍ଜା: ଶୌଚାଳୟ ଭିତରେ ଖେଳାଳିଙ୍କୁ ଦିଆଯାଉଛି ଖାଦ୍ୟ, ଭିଡିଓ ଭାଇରାଲ ପରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଖେଳାଳିମାନଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ତେବେ ଏହି ଭିଡିଓରେ ଖେଳାଳିମାନଙ୍କ ଭୁଲ କିମ୍ବା ସେମାନଙ୍କ ଦ୍ୱାରା କିଛି ଲଜ୍ଜାଜନକ…

ଏସୀୟ ରଗବି ମହିଳା ଚାମ୍ପିଅନସିପରେ ସ୍ଥାନ ପାଇଲେ ଓଡିଆ ଝିଅ , ଟ୍ଵିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଏସୀୟ ରଗବି ମହିଳା ଚାମ୍ପିଅନସିପ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ ଓଡ଼ିଶାରୁ ହୁପି ମାଝୀ, ମୀନାରାଣୀ ହେମ୍ବ୍ରମ, ପାର୍ବତୀ କିସ୍କୁ, ରଜନୀ ଶବର, ଲକ୍ଷ୍ମୀପ୍ରିୟା ସାହୁ, ଶୁଭଲକ୍ଷ୍ମୀ ବାରିକ ଓ ସୁମିତ୍ରା ନାୟକ ସ୍ଥାନ ପାଇଛନ୍ତି । ଏହି ଓଡ଼ିଆ ରଗବୀ ତାରକାଙ୍କୁ ଶୁଭେଚ୍ଛା…

କେବଳ ଖେଳ ନୁହଁ , ଏହି ଖେଳାଳୀ ବିଜ୍ଞାପନ ଜରିଆରେ ମଧ୍ୟ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ : କିଛି ବର୍ଷ ହେବ ଅଲମ୍ପିକ ଖେଳରେ ଖୁବ ଭଲ ପ୍ରଦର୍ଶନ କରୁଛି ଭାରତ। ଏନେଇ ଏବେ କେବଳ କ୍ରିକେଟର ନୁହଁ ଅନ୍ଯାନ୍ଯ ଖେଳାଳୀଙ୍କ ପାଖରେ ମଧ୍ୟ ରୋଜଗାରର ବିଭିନ୍ନ ମାଧ୍ୟମ ସୃଷ୍ଟି ହୋଇଛି। ଏହି ତାଲିକାରେ ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ଆଗରେ ରହିଛନ୍ତି।  ୧୭ କୋଟି…