Browsing Tag

plea against kangana ranaut

କଙ୍ଗନା ରାଣାଓ୍ଵତଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟରେ ପିଟିସନ୍‌, ସବୁ ପୋଷ୍ଟକୁ ସେନ୍ସର ଘୋଷଣା କରିବାକୁ ଦାବି

ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଅଭିନୟ ଅପେକ୍ଷା ନିଜ ବିବାଦୀୟ କମେଣ୍ଟ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସବୁ ଘଟଣାରେ କଙ୍ଗନା ନିଜ ମତାମତ ପୋଷଣ କରିଥାନ୍ତି, ଯାହା ପରେ ତାଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏବେ ପୁଣିଥରେ କଙ୍ଗନା ନିଜ ପୋଷ୍ଟ ଯୋଗୁ ଫସିଛନ୍ତି। ସୋସିଆଲ ମିଡିଆରେ…