plea-in-sc-against-molester

ରାଖି ବାନ୍ଧିବା ସର୍ତ୍ତରେ ଯୈାନ ନିର୍ଯାତନାକାରୀଙ୍କୁ ଜାମିନ ମଞ୍ଜୁରିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ନଅ ଜଣ ଆଡ୍‌ଭୋକେଟ୍‌

ନୂଆଦିଲ୍ଲୀ : ‘ରାଖି’ ବାନ୍ଧିବା ସର୍ତ୍ତରେ ଜଣେ ଯୈାନ ନିର୍ଯାତନାକାରୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ଯାହାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି ।…

4 years ago