Browsing Tag

please help

ସହଯୋଗ ଖୋଜୁଛନ୍ତି ଅସହାୟ ଜେଜେମା ଓ ନାବାଳକ ନାତି

ପାଟଣାଗଡ଼: ହେ ଭଗବାନ ମୋତେ ଅଧିକ ଶକ୍ତି ଦିଅ, କିପରି ମୋ ନାତିକୁ ମଣିଷ ପରି ମଣିଷ କରି ଗଢି ତୋଳିବି, ତା ବାପା ମା ନଥିବା ସେ ଅନୁଭବ କରି ନପାରୁ, ତାର ସବୁ ଆଶା ପୂରଣ ପାଇଁ ମୁଁ ଚେଷ୍ଟା କରିବି, ଏପରି କିଛି ଭାବି ନିଜ ମନକୁ ଟାଣ କରୁଥିବା ବେଳେ ସାଥ ଦେଉନି ବୟସ। ତାଙ୍କ ନାତି ଅନ୍ୟ ପିଲା…

ରକ୍ତ କର୍କଟ ରୋଗରେ ପୀଡ଼ିତ କୁନି ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସାହାଯ୍ୟ ଆଶାରେ ପରିବାର

ବାଲେଶ୍ବର: ରକ୍ତ କର୍କଟ ରୋଗ ରେ ପୀଡ଼ିତ କୁନି ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଖେଳକୁଦ ଏବଂ ପାଠ ପଢା ବୟସରେ ମାରାତ୍ମକ ରକ୍ତ କର୍କଟ ରୋଗରେ ପିଡୀତ ହୋଇ ବିଛଣାରେ ପଡି ରହିଛି ଘରର ଏକମାତ୍ର ୮ ବର୍ଷର କୁନି ଝିଅ । ଅର୍ଥାଭାବ ଯୋଗୁଁ ଚିକିତ୍ସା ହୋଇ ନପାରି ବିଛଣାରେ ପଡି ଜୀବନ…

ମୃତ୍ୟୁ ସହ ସଂଗ୍ରାମ କରୁଥିବା ଟୁନାଙ୍କ ପାଇଁ ଲୋକଙ୍କୁ ହାତ ଯୋଡ଼ିଲେ ପତ୍ନୀ, ଏବେ ହସପିଟାଲରେ ଚାଲିଛି ଚିକିତ୍ସା

ଗଞ୍ଜାମ (କେନ୍ୟୁଜ୍‌) : ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗଣିଆନାଳର ଟୁନା ସାହୁ । କୋଭିଡ୍‌ରେ ଆକ୍ରାନ୍ତ ହୋଇ ମସେ ହେବ ସଂଘର୍ଷ କରୁଛନ୍ତି । ଚିକିତ୍ସା ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । କୋଭିଡ୍ ପରେ ଏବେ ସେ ଫୁସ୍‌ଫୁସ୍ ଜନିତ ରୋଗରେ ସଂକ୍ରମିତ ହୋଇ କଟକର ଏକ ଘରୋଇ…