Browsing Tag

Plus 2 merit list 2020

ଯୁକ୍ତ ୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ମେରିଟ ଲିଷ୍ଟ

ଭୁବନେଶ୍ବର: ଯୁକ୍ତ ୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ମେରିଟ ଲିଷ୍ଟ ତଥା କଟ ଅଫ୍‌ ମାର୍କ । ଦିନ ୧୧ଟାରେ ସାମ୍‌ସ ୱେବସାଇଟରେ ପ୍ରଥମ ପର୍ଯ୍ୟାୟ କଟ ଅଫ୍‌ ମାର୍କ ପ୍ରକାଶ କରାଯିବ । ଏହି ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ହେବ । ଅକ୍ଟୋବର ୩ରେ…