Browsing Tag

plus three

ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୩ ନାମଲେଖା !

ଭୁବନେଶ୍ବର : ଗତକାଲି ପ୍ରଥମ ପର୍ୟ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇଥିବା ବେଳେ ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୩ ନାମଲେଖା । ଚଳିତ ବର୍ଷ ନାମଲେଖାଇବା ପାଇଁ ମୋଟ ୨ ଲକ୍ଷ ୨୧ ହଜାର ୨୮୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । କଳାରେ ସର୍ବାଧିକ ୧ ଲକ୍ଷ ୧୪ ହଜାର ୩୩୧ ଛାତ୍ରଛାତ୍ରୀ ଯୋଗ୍ୟ…

ଆଜି ପ୍ରକାଶ ପାଇବ ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

ଭୁବନେଶ୍ବର: ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇବ। ରାଜ୍ୟର ୯୧୫ଟି ଡିଗ୍ରୀ କଲେଜ, ଶାସ୍ତ୍ରୀ, ସେଲଫ ଫାଇନାନସିଂ ଓ ସ୍ୱୟଂଶାସିତ କଲେଜରେ ନାମଲେଖା ପାଇଁ ଦିନ ୧୧ଟାରେ ବାହାରିବ କଟ୍ ଅଫ୍ ମାର୍କ। ଚଳିତବର୍ଷ ଯୁକ୍ତ ତିନିରେ ଆଡମିଶନ୍ ପାଇଁ ୨ ଲକ୍ଷ ୭୫ ହଜାର…

ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆସନ୍ତାକାଲିଠୁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର : ଯୁକ୍ତ ୩ରେ ନାମଲେଖାଇବା ପାଇଁ ଆସନ୍ତାକାଲିଠୁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆବେଦନର ଶେଷ ତାରିଖ ରହିଛି ଜୁନ୍ ୨୬ । ଜୁଲାଇ ୩ରେ ପ୍ରଥମ ପ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ବେଳେ ଦ୍ବିତୀୟ ପର୍ଯ୍ଯାୟ । ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ …