Browsing Tag

plus two exam

ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ସମସ୍ତ ପରୀକ୍ଷା, ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି

ଭୁବନେଶ୍ବର: ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା। ଆଉ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବନି ବଳକା ଥିବା ପରୀକ୍ଷା । ତାଲାବନ୍ଦ ଯୋଗୁଁ ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ହୋଇପାରିନଥିଲା । ପରୀକ୍ଷା ବାତିଲ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି । ମିଳିଥିବା ସୂଚନା…

ଯୁକ୍ତ ଦୁଇ ଏଗଜାମ: ଆଜି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗର ଆରମ୍ଭ ହୋଇଛି ପରୀକ୍ଷା

ଭୁବନେଶ୍ବର: ଗତକାଲିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ପ୍ରଥମ ଦିନରେ ବିଜ୍ଞାନ ପରୀକ୍ଷା ହୋଇଥିବା ବେଳେ ଆଜି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ବର୍ଷ କଳାରେ ୨ ଲକ୍ଷ ୧୮ ହଜାର ୮୩୩ ଜଣ ଓ ବାଣିଜ୍ୟରେ ୨୫ ହଜାର ୭୭୦ ଜଣ ପରୀକ୍ଷା ଦେଉଛନ୍ତି। କପି ରୋକିବା…

ଆଜିଠୁ ଯୁକ୍ତ ୨ ପରୀକ୍ଷା, ଦିନ ୧୦ରୁ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

କେନ୍ୟୁଜ୍: ଆଜିଠୁ ଯୁକ୍ତ ୨ ପରୀକ୍ଷା । ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଓଡ଼ିଆ ବିଷୟରେ ପରୀକ୍ଷା ଦେବେ । ଦିନ ୧୦ରୁ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଚଳିତ ବର୍ଷ ୩ ଲକ୍ଷ ୫୦ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳାରେ ୨ଲକ୍ଷ ୨୦ହଜାର ୪୩୭, ବିଜ୍ଞାନରେ ୯୭ ହଜାର…

ଆସନ୍ତାକାଲିଠୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ, ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ୩ଲକ୍ଷ ୫୦ହଜାର ୮୦୦ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୧୬୨୮ଟି ଜୁନିୟର କଲେଜ ଓ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୧୧୪୩ଟି ପରୀକ୍ଷା…

ବଦଳିଲା ନିଷ୍ପତ୍ତି, ଏବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଲାଗୁ ହେବ ନାହିଁ ୩୩ ପ୍ରତିଶତ ପାସ୍‌ ନିୟମ

କେନ୍ୟୁଜ୍(ବ୍ୟୁରୋ): ବଦଳିଲା ନିଷ୍ପତ୍ତି । ଏବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଲାଗୁ ହେବ ନାହିଁ ୩୩ ପ୍ରତିଶତ ପାସ୍‌ ନିୟମ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ନୂଆ ନିୟମ ଲାଗୁ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ…

ଯୁକ୍ତ ଦୁଇ ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଘଟଣା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ…

ଭୁବନେଶ୍ବର (କେନ୍ୟୁଜ୍) : ଚଳିତବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହାକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ବିଗତବର୍ଷ ଯେଉଁପରି କଲେଜରେ ପରୀକ୍ଷା ହେଉଥିଲା ଚଳିତବର୍ଷ ମଧ୍ୟ ସେପରି…

+୨ ପ୍ରଥମ ବର୍ଷ ପରୀକ୍ଷା ପାଇଁ କଡ଼ାକଡ଼ି ହେଲା ନିୟମ, ଦ୍ୱିତୀୟ ବର୍ଷକୁ ଯିବା ଲାଗି ୩୩ ପ୍ରତିଶତ ମାର୍କ ରଖିବା…

+୨ ପ୍ରଥମ ବର୍ଷ ପରୀକ୍ଷା ପାଇଁ କଡ଼ାକଡ଼ି ହେଲା ନିୟମ। ଦ୍ୱିତୀୟ ବର୍ଷକୁ ଯିବା ଲାଗି ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ। ଦ୍ୱିତୀୟ ବର୍ଷ ଢାଞ୍ଚାରେ ହେବ ପ୍ରଥମ ବର୍ଷ ପରୀକ୍ଷା। ଏକାଦଶ ପରୀକ୍ଷାରେ ଫେଲ୍‌ ହେଲେ ପୁଣି ମେ' ଶେଷ ସପ୍ତାହରେ ପରୀକ୍ଷା ଦେବେ। ଏନେଇ ଗଣଶିକ୍ଷା ମନ୍ତ୍ରୀ…

ସରିଲା ମେ ମାସ, ତଥାପି ଅନିଶ୍ଚିତତା ଭିତରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶନ

ମେ ଶେଷ ସପ୍ତାହ ସୁଦ୍ଧା ବାହାରି ପାରିନି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଗତବର୍ଷ ମେ ୧୯ ତାରିଖରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ପରୀକ୍ଷା ଖାତା ମୂଲ୍ୟାୟନ ସମୟରେ ପ୍ରଥମେ ସାଧାରଣ ନିର୍ବାଚନ ଓ ପରେ ବାତ୍ୟା ଫନି ଯୋଗୁଁ…

ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ବର(କେନ୍ୟୁଜ୍ ) : ଆଜିଠୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଛି। ଏଥର କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୩ ଲକ୍ଷ ୬୯ ହଜାର ୫୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୧୦୯୩ ପରୀକ୍ଷା କେନ୍ଦ୍ର କରାଯାଇଛି । ସବୁ ସେଣ୍ଟରରେ ସିସିଟିଭି କ୍ୟାମେରା ଲଗାଯାଇଛି। ମୋଟ୍‌ ୨୦୨ଟି…

+୨ ପରୀକ୍ଷାର୍ଥୀଙ୍କୁ ସେଣ୍ଟରକୁ ହାତଘଣ୍ଟା ଓ ମୋବାଇଲ ଫୋନ ନେବା ମନା, ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ପରେ…

ଭୁବନେଶ୍ବର : ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ପରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡା ପଦକ୍ଷେପ । ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ସେଣ୍ଟରକୁ ହାତଘଣ୍ଟା ଓ ମୋବାଇଲ ଫୋନ ନେବା ମନା । ସବୁ ସେଣ୍ଟର ଜଗିବ ସିସିଟିଭି କ୍ୟାମେରା । ଆସନ୍ତା ୭ତାରିଖରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ…

ମାର୍ଚ୍ଚ ୭ରୁ ଆରମ୍ଭ ହେବ +୨ ପରୀକ୍ଷା, ପ୍ରକାଶ ପାଇଲା କାର୍ଯ୍ୟସୂଚୀ

ଭୁବନେଶ୍ବର : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ । ମାର୍ଚ୍ଚ ୭ରୁ ୩୦ ତାରିଖ ଯାଏ ଚାଲିବ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା । ୭ ତାରିଖରୁ ହେବ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା । ସେହିପରି ୮ ତାରିଖରୁ ଆରମ୍ଭ ହେବ…