+୨ କଳା ପରୀକ୍ଷାରେ ଟପ୍ପର ହୋଇଛି ଝିଅ, ରଖିଛି ମା’ କରିଥିବା କଷ୍ଟର ମୂଲ୍ୟ
ସୋରଡା: ମା' ଆଖି ଆଜି ଛଳ ଛଳ । ଝିଅ ରଖିଛି ମାନ । ବୁଝିଛି ମା' କଷ୍ଟର ମୂଲ୍ୟ । କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ସେ ଯେଉଁଠି ଥିଲେ ମଧ୍ୟ ତାର ଏକ ସ୍ଵତନ୍ତ୍ର ସ୍ଥାନ ରହିଥାଏ । ଠିକ୍ ସେହିଭଳି ସୋରଡାର ସୁନା ଝିଅ ସ୍ମୃତି ସାହୁ । ଯିଏକି ଯୁକ୍ତ ୨ କଳା ପରୀକ୍ଷାରେ ୬୦୦ ମାର୍କ ରୁ…