Browsing Tag

plus two

ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା

ଭୁବନେଶ୍ୱର(କେନ୍ୟୁଜ୍): ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ପରୀକ୍ଷାର ମାସକ ପୂର୍ବରୁ ହେବ ପ୍ରାକ୍ଟିକାଲ ପରୀକ୍ଷା । ପରୀକ୍ଷା କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାକୁ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରଗୁଡ଼ିକର ସିସିଟିଭି ସହ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ କଟ୍‌ ଅଫ୍‌ ତାଲିକା, ସର୍ବାଧିକ କେଉଁ କଲେଜ ଜାଣନ୍ତୁ

କେନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଛି ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ କଟ୍‌ ଅଫ୍‌ ତାଲିକା। ଯୁକ୍ତ ୨କଳାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ସର୍ବାଧିକ ୮୩.୫୦ ପ୍ରତିଶତ କଟ୍‌ ଅଫ ମାର୍କ ସହ ଆଗରେ ରହିଛି। ୮୩.୩୩ ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହ…

ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା ନେଇ ଚିନ୍ତା: ଚଳିତ ବର୍ଷରୁ ଯୁକ୍ତ ୨ରେ ଶତ ପ୍ରତିଶତ ସିଲାବସରେ ଚାଲିଛି ପାଠପଢା

କେନ୍ୟୁଜ୍(ବ୍ୟୁରେ): ଚଳିତ ବର୍ଷରୁ ଯୁକ୍ତ ୨ରେ ଶତ ପ୍ରତିଶତ ସିଲାବସରେ ଚାଲିଛି ପାଠପଢା । ୨୦୨୩ରେ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଶତ ପ୍ରତିଶତ ସିଲାବସ୍‌ରୁ ଦେବେ ପରୀକ୍ଷା । ପରୀକ୍ଷା ଢାଞ୍ଚା କିଭଳି ରହିବ ତାହା ସ୍ଥିର ହୋଇପାରୁନି। ଗତବର୍ଷ କୋଭିଡ୍‌ ଯୋଗୁ…

ଆଜିଠୁ ଯୁକ୍ତ ୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ଏହି ପ୍ରକ୍ରିୟା

ଭୁବନେଶ୍ବର(କେନ୍ୟୁଜ୍‌): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ଖାତାଦେଖା । ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ହେବ ଖାତାଦେଖା । ପ୍ରଥମ ପର୍ଯ୍ୟାୟ ଜୁନ୍‌ ୨ରୁ ଆରମ୍ଭ ହୋଇ ୧୨ ତାରିଖରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ଜୁନ୍‌ ୧୩ ତାରିଖରୁୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ କଳା, ବାଣିଜ୍ୟ…

+୨ ପରୀକ୍ଷା ପରିଚାଳନା ପାଇଁ ଗଠନ ହେଲା ସ୍କାଡ, ଆସନ୍ତା ୨୬ ସୁଦ୍ଧା ସେମାନଙ୍କୁ ରିଲିଜ୍‌ କରିବାକୁ କଲେଜ…

ଭୁବନେଶ୍ବର(କେନ୍ୟୁଜ୍): ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଗଠନ ହେଲା ସ୍କାଡ । କେନ୍ଦ୍ରୀୟ ଜୋନ୍‌ ସ୍କ୍ଵାଡରେ ସର୍ବାଧିକ ୫୮ ଜଣ ସଦସ୍ୟ ରହିଥିବା ବେଳେ ସମ୍ବଲପୁର ଜୋନାଲ୍‌ ସ୍କ୍ଵାଡରେ ୩୫, ବାରିପଦା ଓ ବ୍ରହ୍ମପୁର ଜୋନାଲ୍‌ ସ୍କ୍ଵାଡରେ ୩୦ ଜଣ ଲେଖାଏ ସଦସ୍ୟ ଅଛନ୍ତି । ଯୁକ୍ତ ଦୁଇ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ, ପାସ୍‌ ହୋଇଛନ୍ତି ୮ ହଜାର ୪୬୦ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ । ୮ ହଜାର ୪୬୦ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି। ଅଫ୍‌ଲାଇନ ରେଜଲ୍ଟରେ ପାସ୍‌ ହାର ରହିଛି ୬୮.୬୬ ପ୍ରତିଶତ । ମୋଟ ୧୨ ହଜାର ୩୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଜ୍ଞାନରେ ୧ ହଜାର ୫୦୧ ଜଣ ପରୀକ୍ଷାର୍ଥୀ…

ଆଜି ବସିବ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବିକଳ୍ପ ମୂଲ୍ୟାୟନ ବିଶେଷଜ୍ଞ କମିଟିର ଚତୁର୍ଥ ବୈଠକ

ଭୁବନେଶ୍ୱର(କେ ନ୍ୟୁଜ):  ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବିକଳ୍ପ ମୂଲ୍ୟାୟନ ବିଶେଷଜ୍ଞ କମିଟିର ଚତୁର୍ଥ ବୈଠକ । ବୈଠକରେ ରାଜ୍ୟ ସରକାରଙ୍କୁ ଦେବାକୁ ଥିବା ଡ୍ରାପ୍ଟ ରିପୋର୍ଟରେ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। କ’ଣ ହେବ ବିକଳ୍ପ ମାନଦଣ୍ଡ ତାହା ପ୍ରସ୍ତାବ ବା ପରାମର୍ଶ ଭାବେ ଉଲ୍ଲେଖ…

ଅନ୍‌ଲାଇନ୍‌ରେ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ: ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଉଚ୍ଚ…

ଭୁବନେଶ୍ବର: ଅନ୍‌ଲାଇନ୍‌ରେ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। କରୋନା ମହାମାରୀ ଦିନକୁ ଦିନ ବଢିଚାଲିଥିବାବେଳେ ସ୍କୁଲ ଓ କଲେଜ ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଘୋର ବାଧା ସୃଷ୍ଟି ହୋଇଛି। ବିଶେଷକରି ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବେଶୀ…

ଚଳିତଥର +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବନି ୩୩% ପାସ ନିୟମ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର…

ଭୁବନେଶ୍ବର : ଏବର୍ଷ ଲାଗୁ ହେବନି +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ୩୩ ପ୍ରତିଶତ ପାସ୍ ନିୟମ । ଚଳିତ ବର୍ଷ ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇନପାରିଲେ ଚିନ୍ତା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେବେ ଆସନ୍ତା ବର୍ଷରୁ ନିୟମ ଲାଗୁ ପାଇଁ ପଦକ୍ଷେପ…

ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ପରୀକ୍ଷା, ମାର୍ଚ୍ଚ ୨୮ତାରିଖ ଯାଏ ଚାଲିବ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୨୮ତାରିଖ ଯାଏ ଚାଲିବ ପରୀକ୍ଷା। ମାର୍ଚ୍ଚ ୩ରୁ ୨୮ ଯାଏ ବିଜ୍ଞାନ ପରୀକ୍ଷା ହେବ। ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ୨୬ ଯାଏ ଚାଲିବ । ଯୁକ୍ତ ଦୁଇ କଳା ପରୀକ୍ଷା ମାର୍ଚ୍ଚ ୪ରୁ ୨୭ ଯାଏ ଚାଲିବ । ଧନ୍ଦାମୂଳକ ପରୀକ୍ଷା…

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା ୧୬ ତାରିଖରୁ ଫର୍ମ ପୂରଣ ଆରମ୍ଭ , ଜାଣନ୍ତୁ ଶେଷ ତାରିଖ

ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା ୧୬ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ଏହା ୨୬ ତାରିଖ ଯାଏଁ ଚାଲିବ । ତେବେ ୫୦ ଟଙ୍କା ଫାଇନରେ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ସେହିପରି ଡିସେମ୍ବର ୧ତାରିଖରୁ ଡିସେମ୍ବର ୪ ତାରିଖ ଯାଏଁ ୩୫୦…