କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ବୀମା ରାଶି
କରୋନା କାରଣରୁ ଅନାଥ ହୋଇଥିବା ପିଲାଙ୍କ ପାଇଁ ମୋଦିଙ୍କର ବଡ଼ ଘୋଷଣା। ଅନାଥ ପିଲାଙ୍କ ପାଇଁ କରିବେ ୫ଲକ୍ଷ ଟଙ୍କାର ହେଲ୍ଥ ଇନସୁରାନ୍ସ। କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ଏସମ୍ପର୍କରେ ସିବିଶେଷ ତଥ୍ୟ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିୟମ ଅନୁଯାୟୀ, ୧୮ ବର୍ଷ ମଧ୍ୟରେ ଥିବା ଅନାଥ…