ଚଳିତ ମାସରେ ଆକାଉଣ୍ଟକୁ ୪୦୦୦ ଟଙ୍କା ପଠାଇବେ କେନ୍ଦ୍ର ସରକାର, ଜାଣନ୍ତୁ କିପରି ପାଇବେ ଲାଭ
ଏହି ମାସରେ କେନ୍ଦ୍ର ସରକାର କୃଷକଙ୍କ ଆକାଉଣ୍ଟକୁ ୪୦୦୦ ଟଙ୍କା ପଠାଇପାରନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କୃଷକଙ୍କୁ ୪ ହଜାର ଟଙ୍କା ମିଳିବାର ସୁଯୋଗ ରହିଛି । ନିକଟରେ ସରକାର କୃଷକଙ୍କୁ ଖାତାକୁ ୨୦୦୦ ଟଙ୍କା ଟ୍ରାନ୍ସଫର କରିଥିଲେ । ଯଦି ଆପଣ ବି ଏହି ସୁବିଧାର…