ମୋଦି- ଟ୍ରମ୍ପଙ୍କ ମଧ୍ୟରେ ୪୦ ମିନିଟର ଟେଲିଫୋନ ଆଲୋଚନା, ମଧ୍ୟପ୍ରାଚ୍ୟ ଉତ୍ତେଜନା ନେଇ ଗୁରୁତ୍ୱାରୋପ
ନୂଆଦିଲ୍ଲୀ : ମୋଦି- ଟ୍ରମ୍ପଙ୍କ ମଧ୍ୟରେ ଟେଲିଫୋନ ଆଲୋଚନା । ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରାୟ ୪୦ ମିନିଟ ଧରି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ପରଠାରୁ ପ୍ରଥମ ଥର ପାଇଁ…