Browsing Tag

pm modi

ବିହାରରେ ପେଟ୍ରୋଲିୟମ କ୍ଷେତ୍ରର ୩ ଯୋଜନାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ମୋଦି

ବିହାରରେ ପେଟ୍ରୋଲିୟମ କ୍ଷେତ୍ରରେ ୩ଟି ଯୋଜନାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାର ସମର୍ପଣ କରିବାର ଯୋଜନା ରହିଛି । ଏହି ଯୋଜନାରେ ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପଲାଇନ୍‌ ଯୋଜନାକୁ…

ମୟୂର ସହିତ ପ୍ରଧାନ ମନ୍ତ୍ରୀଙ୍କର ରହିଛି ନିବିଡ ବନ୍ଧୁତ୍ୱ, ସେୟାର କଲେ ଏହିପରି ଏକ ଖାସ ଭିଡିଓ

ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରକୃତି ପ୍ରତି ଥିବା ଅହେତୁକ ପ୍ରେମ ହୁଏତ କାହାକୁ ଅଛପା ନାହିଁ । ନିଜର ଅନେକ ସାକ୍ଷାତକାରରେ ବି ସେ ଏବାବଦରେ କହିଛନ୍ତି । ନିକଟରେ ହିଁ ପିଏମ ନିଜର ଏକ ଭିଡିଓ ନିଜ ଇନ୍ଷ୍ଟଗ୍ରାମ ଓ ୟୁ ଟ୍ୟୁବ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ପ୍ରଧାନ…

୨୦୧୧ ବିଶ୍ୱକପରେ ଆପଣଙ୍କ ଅବଦାନକୁ ଭାରତ କେବେ ବି ଭୁଲିବ ନାହିଁ, ଭାବପୂର୍ଣ୍ଣ ପତ୍ରରେ ସୁରେଶ ରୈନାଙ୍କୁ ଏମିତି କିଛି…

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ବିଦାୟ କାଳୀନ ଭାବପୂର୍ଣ୍ଣ ପତ୍ର ଲେଖିଥିଲେ । ପିଏମ ମୋଦି ଏହି ପତ୍ରରେ ମାହିଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ଏହା ପରେ ସେହି ସମାନ ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ନିଜ…

ଧୋନିଙ୍କୁ ଏମିତି ପ୍ରଶଂସା କଲେ ମୋଦି, “ତମେ କୋଟି କୋଟି ଭାରତୀୟଙ୍କ ହୃଦୟରେ ଅଛ, ତମ ଶୂନ୍ୟ ସ୍ଥାନ କେହି ପୁରଣ…

ଗତ ଅଗଷ୍ଟ ୧୫ ତାରିଖ ୭୪ ତମ ସ୍ୱାଧୀନତା ଦିବସ ଦିନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସନ୍ଧ୍ୟା ୭.୨୯ ମିନିଟ ସମୟରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ନିଜ ଅବସର ଘୋଷଣା କରିଥିଲେ । ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଇମୋସନାଲ ଭିଡିଓ ସେୟାର କରି ନିଜର…

ଝିଅ ମାନଙ୍କ ସର୍ବନିମ୍ନ ବିବାହ ବୟସରେ ହୋଇପାରେ ବଡ ପରିବର୍ତ୍ତନ, ଖୁବ ଶୀଘ୍ର ବିଚାର ହେବା ନେଇ ମୋଦି ଦେଲେ ସନ୍ଦେଶ

୭୪ ତମ ସ୍ୱାଧିନତା ଦିବସରେ ଝିଅ ମାନଙ୍କ ସର୍ବନିମ୍ନ ବୟସ ସୀମାକୁ ନେଇ ଏକ ବଡ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ବନିମ୍ନ ବୟସ କେତେ ରଖାଯିବ ସେ ନେଇ ପୁନଃ ବିଚାର କରାଯିବ ବୋଲି ଶ୍ରୀ ମୋଦି ପ୍ରକାଶ କରିଛନ୍ତି । ଶ୍ରୀ ମୋଦି ଏହା ମଧ୍ୟ କହିଛନ୍ତିକି, ଝିଅଙ୍କ…

୭୪ତମ ସ୍ବାଧୀନତା ଦିବସରେ ଡିଜିଟାଲ ହେଲଥ୍‌ ମିଶନ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି, ମହାମାରୀ ପାଇଁ ୩ଟି ଭ୍ୟାକସିନ୍‌…

କେନ୍ଯୁଜ୍: ୭୪ତମ ସ୍ବାଧୀନତା ଦିବସରେ ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ଡିଜିଟାଲ ହେଲଥ୍‌ ମିଶନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ସମସ୍ତଙ୍କୁ ମିଳିବ ଡିଜିଟାଲ ହେଲଥ୍‌ ଆଇଡି । ସମସ୍ତଙ୍କ ସ୍ୱାସ୍ଥ୍ୟ ସୂଚନା ଡିଜିଟାଲ ଭାବେ…

ଲାଲକିଲ୍ଲାରେ ଚୀନ୍‌ ଓ ପାକିସ୍ତାନକୁ ମୋଦିଙ୍କ ଚେତାବନୀ, କହିଲେ LOCରୁ LAC ପର୍ଯ୍ୟନ୍ତ ଦେଶର ଯବାନ ପ୍ରସ୍ତୁତ

ନୂଆଦିଲ୍ଲୀ: ଆଜି ୭୪ତମ ସ୍ୱାଧୀନତା ଦିବସ । କୋଭିଡ କଟକଣା ଭିତରେ ପାଳିତ ହେବ ସ୍ୱାଧୀନତା ଦିବସ । ସକାଳ ୭.୩୦ ପତାକା ଉତ୍ତୋଳନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ।  ଏହି ଅବସରରେ ଲାଲକିଲ୍ଲାରେ ଚୀନ୍‌ ଓ ପାକିସ୍ତାନକୁ ଚେତାବନୀ ।…

୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି, ୭୨ ଘଣ୍ଟିଆ ଫର୍ମୂଲା ସମ୍ପର୍କରେ ଦେଲେ ସୂଚନା

ଦେଶରେ ଧୀରେ ଧୀରେ ବଢ଼ିବାରେ ଲାଗିଛି କରୋନା ସୁସ୍ଥତା ହାର । ଏହି କାରଣରୁ ଆକ୍ଟିଭ କେଶ ବି ଖସିବାରେ ଲାଗିଛି । ୭୨ ଘଣ୍ଟା ଭିତରେ ପଜିଟିଭ୍‌ କେସ୍‌ ଚିହ୍ନଟ ହେଲେ ସଂକ୍ରମଣକୁ କାବୁ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆଜି କରୋନା ସ୍ଥିତି ସମ୍ପର୍କରେ ୧୦ଟି ରାଜ୍ୟର…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏହି ଉପହାର ଦେବାକୁ ପ୍ରତିଶ୍ରୁତି ଦେଲେ ପିଭି ସିନ୍ଧୁ, ଟ୍ଵିଟ୍‌…

ସୋମବାର ଦିନ ସାରା ଦେଶରେ ପାଳିତ ହୋଇଛି ଭାଇଭଉଣୀଙ୍କ ପର୍ବ ରାକ୍ଷୀପୂର୍ଣ୍ଣିମା। ଏ ଅବସରରେ ଦେଶର ଷ୍ଟାର ବ୍ୟାଡମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭକାମନା ଜଣାଇଛନ୍ତି। ଏଥିସହ ସେ ମୋଦିଙ୍କୁ ଏକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। Happy…

ଦିଲ୍ଲୀରୁ ବାହାରି ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ, ଆଉ କିଛି ସମୟ ପରେ ରାମ ମନ୍ଦିର ପାଇଁ କରିବେ ଭୂମି ପୂଜନ

ଅଯୋଧ୍ୟା: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାମ ମନ୍ଦିର ପାଇଁ କରିବେ ଭୂମି ପୂଜନ । ଦିଲ୍ଲୀରୁ ବାହାରି ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ଏହାପରେ କାରକେଡ୍‌ରେ ଯାଇ ହନୁମାନଗଡ଼ିରେ ଦର୍ଶନ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ…

ପାକିସ୍ତାନରୁ ଆସିଲା ମୋଦିଙ୍କ ପାଇଁ ରାକ୍ଷୀ, ଭାଇଙ୍କ ପାଇଁ ଶୁଭ ମନାସିଲେ ଭଉଣୀ

ଆଗକୁ ଥିବା ରକ୍ଷାବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନରେ ରହୁଥିବା ଜଣେ ଭଉଣୀ କମର ମୋହସୀନ ଶେଖ ରାଖୀ ପଠେଇଛନ୍ତି । କରାଚୀରେ ରହୁଥିବା କମର ଦୀର୍ଘ ୨୪ ବର୍ଷ ଧରି ମୋଦିଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କାରଣରୁ କିନ୍ତୁ…

କୋଭିଡ୍ ଓ ବନ୍ଯା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା, ୭ଟି ରାଜ୍ଯର ମୁଖ୍ଯମନ୍ତ୍ରୀଙ୍କ ସହ କଲେ ଆଲୋଚନା

କେନ୍ଯୁଜ୍: ଆଜି ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କୋଭିଡ୍ ସ୍ଥିତି ନେଇ ଆଲୋଚନା କରିଛନ୍ତି।…