ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ, ଦେଲେ ୧୬ଟି ପ୍ରକଳ୍ପର ଭେଟି
ଯାଜପୁର (କେନ୍ୟୁଜ): ଯାଜପୁରରେ ନରେନ୍ଦ୍ର ମୋଦି । ଚଣ୍ଡିଖୋଲ ସଭାରେ ଯୋଗଦେଇ ୧୯ ହଜାର ୬ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଚଣ୍ଡିଖୋଲରେ ଉପସ୍ଥିତ…