Browsing Tag

PM Modi’s Assassination Plot

ମାଓବାଦୀଙ୍କ ‘ମୋଦି’ ହତ୍ୟା ଷଡ଼ଯନ୍ତ୍ର ମାମଲା, ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ପୁଣେ ପୋଲିସ୍

ପୁଣେ : ମାଓବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ। ଏହି ଯୋଜନା କିନ୍ତୁ ପଣ୍ଡ ହୋଇଥିଲା । ଏହି ମାମଲାରେ ପୁଣେ ପୋଲିସ ଗୁରୁବାର ଦିନ କିଛି ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ମାଓବାଦୀମାନେ ମୋଦିଙ୍କ ହତ୍ୟାର ଯୋଜନା ସହିତ ଦେଶ ବିରୁଦ୍ଧରେ…