ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଯୋଜନା: ଏବେ ବ୍ଯବସାୟ ପାଇଁ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଋଣ, ଜାଣନ୍ତୁ କ’ଣ ରହିଛି…
ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଯୋଜନା ଅଧୀନରେ, ସରକାର ନିଜସ୍ବ ବ୍ଯବସାୟ କରୁଥିବା ଲୋକମାନଙ୍କୁ ଋଣ ପ୍ରଦାନ କରୁଛନ୍ତି। ଏହି ଯୋଜନା ଅଧୀନରେ ଅଭାବୀ ଲୋକଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି। ଛୋଟ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ତିନି ପ୍ରକାରର ଋଣ…