ପିଏମ ମୋଦି ଦେଶବାସୀଙ୍କୁ ଜଣାଇଲେ ଇଦ ଶୁଭେଚ୍ଛା, ଲୋକମାନଙ୍କୁ କଲେ ଏହି ଖାସ ଗୁହାରି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଇଦ-ଉଲ-ଫିତର ଶୁଭେଚ୍ଛା ଜଣାଇଛନ୍ତି। ପିଏମ ମୋଦି ଇଦ ଅବସରରେ ଲୋକଙ୍କୁ ଏଜ ଖାସ ଅପିଲ ମଧ୍ୟ କରିଛନ୍ତି।
ପିଏମ ମୋଦି ଦେଶବାସୀଙ୍କୁ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି। ଏହି ଖାସ ମଉକାରେ କରୁଣା, ଭାଇଚାରା ଏବଂ ସଦଭାବ ଭାବନାକୁ ଆଗକୁ ବଢ଼ାଇବା…