Browsing Tag

pm narendra modi

ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପଣ କାର୍ଯ୍ୟକ୍ରମରେ ଦେଇପାରନ୍ତି…

(କେନ୍ୟୁଜ): ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦାନ କରିପାରନ୍ତି ପ୍ରଧାନମନ୍ତ୍ରୀ। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦାନ କରି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାର…

ଆଜି ଦେଶର ୯୧ ସ୍ଥାନରେ ଏଫ୍‌ଏମ୍‌ ଟ୍ରାନ୍ସମିଟରର ହେବ ଉଦଘାଟନ, ଭର୍ଚୁଆଲରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଦେଶରେ ୯୧ଟି ଏଫ୍‌ଏମ ଟ୍ରାନ୍ସମିଟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭର୍ଚୁଆଲରେ ଏହାର ଶୁଭାରମ୍ଭ କରିବେ । ଏହା ଦ୍ୱାରା ରେଡିଓ ସଂଯୋଗ ବ୍ୟବସ୍ଥା ଅଧିକ ସୁଦୃଢ ହେବ । ଏସବୁ ନୂଆ ଏଫ୍‌ଏମ ଟ୍ରାନ୍ସମିଟର ୧୮ଟି ରାଜ୍ୟ ଓ ଦୁଇଟି…

G-20: ବାଲିରେ ରିଷି ସୁନକଙ୍କ ସହ ହେଲା ପିଏମ୍‌ ମୋଦିଙ୍କର ସାକ୍ଷାତ; ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ବାଲିରେ G-20 ସମ୍ମିଳନୀରେ ଭାଗ ନେବାକୁ ପହଞ୍ଚିଛନ୍ତି। ସେଠାରେ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ଭେଟିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବା ପରେ ରିଷି ସୁନକଙ୍କ ସହ ମୋଦିଙ୍କର ଏହା ପ୍ରଥମ ସାକ୍ଷାତ। ଭାରତୀୟ ବଂଶୋଦ୍ଭବ ରିଷି…

ହିମାଚଳର କାଙ୍ଗଡ଼ାରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; କହିଲେ – କଂଗ୍ରେସ ଦୁର୍ନୀତି ଓ ଭ୍ରଷ୍ଟାଚାରରେ…

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କଙ୍ଗରାଠାରେ ଏକ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି। ସମାବେଶରେ ସମ୍ବୋଧିତ କରି ସେ କହିଛନ୍ତି ଯେ କଂଗ୍ରେସ ଦୁର୍ନୀତି, ଘୋଟଲା ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଛି। କଂଗ୍ରେସ ବିକାଶକୁ କାହିଁକି ରୋକୁଛି ତାହା…

ଦୀପାବଳିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାର; ଦେଶର ୭୫,୦୦୦ ଯୁବକ, ଯୁବତୀଙ୍କୁ ମିଳିବ ଚାକିରି, ବିଭିନ୍ନ ମନ୍ତ୍ରାଳୟରେ…

ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶର ୭୫ ହଜାର ଯୁବକ, ଯୁବତୀଙ୍କୁ ଚାକିରି ଉପହାର ଦେବେ। ୨୨ ଅକ୍ଟୋବରରେ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ପିଏମ୍‌ ମୋଦି ଦେଶର ଯୁବଗୋଷ୍ଠୀଙ୍କ ସହ ଯୋଡ଼ି ହେବେ ଏବଂ ୭୫,୦୦୦ ଯୁବକ, ଯୁବତୀଙ୍କୁ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆଜି ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୌପଦୀ ମୁର୍ମୁ ଭେଟିଥିବା ନେଇ ଜଣାଯାଇଛି । ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜର ବିକାଶ ପାଇଁ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ…

ଜୁନ ୧୯ରେ ହେବାକୁ ଥିବା ୪୪ ତମ ଅଲମ୍ପିଆଡ଼ ପାଇଁ ଐତିହାସିକ ମଶାଲ ଦୌଡ଼ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ଆୟୋଜନ କରିବ ଏଫ୍‌ଆଇଡିଇ ଚେସ୍‌ ଅଲମ୍ପିଆଡ୍‌ ୨୦୨୨ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୪ତମ ଚେସ ଅଲିମ୍ପିଆଡ ପାଇଁ ସର୍ବପ୍ରଥମ ଟର୍ଚ୍ଚ ରିଲେର ଶୁଭାରମ୍ଭ କରିବେ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ଟର୍ଚ୍ଚ ରିଲେର ଶୁଭାରମ୍ଭ କରିବେ । ଅଲ…

ବୁଦ୍ଧ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେପାଳ ଗସ୍ତ, ସ୍ୱାଗତ ପାଇଁ ସଜେଇ ହୋଇଛି ଲୁମ୍ବିନି

ନୂଆଦିଲ୍ଲୀ: ବୁଦ୍ଧ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେପାଳ ଗସ୍ତ। ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଓବାଙ୍କ ନିମନ୍ତ୍ରଣ ରକ୍ଷା କରି ନେପାଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳ ଓ ସାରା ବିଶ୍ୱର ବୌଦ୍ଧ ସଂମ୍ପ୍ରଦାୟର ଲୋକଙ୍କ ପାଇଁ…

PM ମୋଦିଙ୍କୁ ଭେଟି ମାତ୍ର କିଛି ସମୟ ମଧ୍ୟରେ ସୁପରଷ୍ଟାର ପାଲଟିଗଲେ ଆୟୁଷ କୁଣ୍ଡଳ, ଜାଣନ୍ତୁ ଏହା ପଛର କାହାଣୀ

ନୂଆଦିଲ୍ଲୀ : ଦୃଢ ମନବଳ ଥିଲେ ବିଫଳତା କେବେ ହେଲେ ଜଣେ ବ୍ୟକ୍ତିକୁ ସ୍ପର୍ଶ କରିପାରେ ନାହିଁ । ଏହା କଥାଟି ନିରାଟ ସତ୍ୟ । ଏହାର ସଦ୍ୟ ପ୍ରମାଣ ଦେଖିବାକୁ ମିଳିଛି ଜଣେ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ । ଆମେ କହୁଛୁ ମଧ୍ୟପ୍ରଦେଶର ଆୟୁଷ କୁଣ୍ଡଳଙ୍କ ବିଷୟରେ ଯାହାଙ୍କ ପାଇଁ ଆଜି ବିଶ୍ୱର ସବୁଠାରୁ…

PM ମୋଦିଙ୍କୁ ଭେଟିଲେ IMF ର ମୁଖ୍ୟ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ, ଫଟୋ ସେୟାର କଲା PMO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା କୋଷ (International Monetary Fund) ର ମୁଖ୍ୟ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ। ଏହି ଆଲୋଚନା ବେଳର ଫଟୋକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସେୟାର କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ପରିବାରର ଏହି ସଦସ୍ୟଙ୍କୁ ମିଳିବ ୬ହଜାର ଟଙ୍କା :ପିଏମ୍‌ କିଶାନ ସମ୍ମାନ ନିଧି ଯୋଜନା

ପ୍ରଧାନମନ୍ତ୍ରୀ କିିଶାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ସବୁ ଯୋଜନା ମଧ୍ୟରୁ ଅନ୍ୟତମ। ଏଥିପାଇଁ ସରକାର ପ୍ରତିବର୍ଷ ଚାଷୀ ଭାଇଙ୍କୁ ୬ ହଜାର ଟଙ୍କା ପ୍ରଦାନ କରନ୍ତି। ଏବେ ପର୍ଯ୍ୟନ୍ତ କୃଷକ ଭାଇ ମାନଙ୍କୁ ୯ଟି କିସ୍ତିରେ ଟଙ୍କା ମିଳିସାରିଲାଣି। ଏବେ ପୁରା ଦେଶରେ କୃଷକ ମାନଙ୍କୁ…

ଟିକାକରଣ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି, ୪୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ(କେ ନ୍ୟୁଜ):  ଟିକାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ସମୀକ୍ଷା । କମ୍‌ ଟିକାକରଣ ହୋଇଥିବା ୪୦ଟି ଜିଲ୍ଲାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଆଜି ଦିନ ୧୨ଟାରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ମୋଦି । ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ,…