‘AI’କୁ ନୂଆ ଅର୍ଥ ଦେଲେ ମୋଦି, ମୋ ପାଇଁ ଏଆଇର ଅର୍ଥ ଆମେରିକୀୟ-ଭାରତୀୟ ଏପରି ମତ ଦେଲେ ପ୍ରଧାନମନ୍ତ୍ରୀ
ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ‘ଏଆଇ’କୁ ନୂଆ ଅର୍ଥ ଦେଇଛନ୍ତି । ଲଙ୍ଗ୍ ଆଇଲ୍ୟାଣ୍ଡରେ ଆୟୋଜିତ ‘ମୋଦି ଆଣ୍ଡ ୟୁଏସ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ପାଇଁ ଏଆଇ…