Browsing Tag

pmg square

ଧାରଣାରେ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ, ଲୋୟର ପିଏମଜିରେ ପାଳିଲେ ମାଣବସା

ଭୁବନେଶ୍ବର: ରାଜରାସ୍ତାରେ ମାଣବସା । ଭୁବନେଶ୍ବର ଲୋୟର ପିଏମଜିରେ ମାଣ ବସାଇଛନ୍ତି ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ । ନିଯୁକ୍ତି ଦାବି ନେଇ ୪ ଦିନ ହେଲା ଧାରଣାରେ ବସିଛନ୍ତି  । ୨୦୨୩ ଡିସେମ୍ବରରେ ପରୀକ୍ଷା ଦେଇ ୧୮ ମାସ ବିତିଯାଇଥିଲେ ମଧ୍ୟ ଏବେ ୟାଏ ନିଯୁକ୍ତି ମିଳିନଥିବା ଅଭିଯୋଗ…