ପଳାତକ ମେହୁଲ ଚୋକସୀ ବେଲଜିଅମରୁ ଗିରଫ, ପିଏନବି ଘୋଟାଲାରେ ଥିଲା ସଂପୃକ୍ତ
ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକସୀକୁ ବେଲଜିଅମରୁ ଗିରଫ କରାଯାଇଛି । ଭାରତୀୟ ଏଜେନ୍ସୀ ଦ୍ବାରା ମେହଲୁ ଚୋକସୀର ସନ୍ଧାନ ମିଳିଥିଲା । ଏହାପରେ ବେଲଜିଅମ କର୍ତ୍ତୃପକ୍ଷ ଗିରଫ କରିଛନ୍ତି । ତାଙ୍କ ନାମରେ ୧୩ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ମୁମ୍ବାଇ କୋର୍ଟର ଆରେଷ୍ଟ ୱାରେଣ୍ଟ…