ଟିଭି ଅଭିନେତ୍ରୀ ସୃଷ୍ଟି ରୋଡେ ଅସୁସ୍ଥ, ଇନଷ୍ଟାଗ୍ରାମରେ କହିଲେ ନିଜର ଯନ୍ତ୍ରଣା
ଲୋକପ୍ରିୟ ଟିଭି ଅଭିନେତ୍ରୀ ସୃଷ୍ଟି ରୋଡେ ଅସୁସ୍ଥ । ସେ ନିମୋନିଆରେ ପୀଡ଼ିତ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ବେଡରୁ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋ ଦେଖିବା ପରେ ତାଙ୍କ ଫ୍ୟାନମାନଙ୍କ ଚିନ୍ତା ବଢ଼ିଯାଇଛି । ଅଭିନେତ୍ରୀ ଗତକାଲି…