Browsing Tag

poacher arrest case

ଯାଜପୁର: ଦୁଇ ଶିକାରୀଙ୍କୁ ଗିରଫ କଲା ବୈରୀ ବନ ବିଭାଗ, ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

ଯାଜପୁର(କେ ନ୍ୟୁଜ): ଡାଳିଯୋଡ଼ା ରେଞ୍ଜ ଅଧିନସ୍ଥ ଯାଜପୁରର ବୈରୀ ବନ ବିଭାଗ ଦ୍ୱାରା ଦୁଇ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ କରାଯାଇଛି । ଶିକାର ଉଦ୍ଦେଶ୍ୟରେ ଜଙ୍ଗଲକୁ ଯାଉଥିବା ବେଳେ ବନ ବିଭାଗ କର୍ମଚାରୀ ସେମାନଙ୍କୁ କାବୁ…