Browsing Tag

poachers arrested

ବନ୍ଧୁକ ଓ ଅବୈଧ ବନ୍ୟ ସାମଗ୍ରୀ ଜବତ , ୪ ଶିକାରୀ ଗିରଫ

ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ନିମନ୍ତେ ଅନୁପ୍ରବେଶ କରିଥିବା ୪ଜଣ କୁଖ୍ୟାତ ଶିକାରୀକୁ ବନ ବିଭାଗ ଧରିବାରେ ସଫଳ ହୋଇଛି । ଶିକାରୀ ଦାଉରୁ ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ସହାୟତାରେ ପୁଣି ଶିକାରୀ ଧରା…

କୁଳଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ, ବନ୍ଧୁକ ଜବତ କଲା ବନ ବିଭାଗ

ନୀଳଗିରି : ଶିକାରୀ ଓ ବନକର୍ମଚାରୀ ମଧ୍ୟରେ ହାତାହାତି ପରିସ୍ଥିତି ଦେଖାଦେଇଛି । ଫଳରେ ଜଣେ ଶିକାରୀ ଗିରଫ ହେବା ସହ ଗୋଟିଏ ବନ୍ଧୁକ ଜବତ ହୋଇଛି । କୁଳଡିହା ଅଭୟାରଣ୍ୟ ସନ୍ତରାଗଡିଆ ବିଟ୍ ଜାମପଦା ଗୁଡିଖାଣିଆ ଅଞ୍ଚଳରୁ ଶିକାରୀକୁ ଗିରଫ କରାଯାଇଛି । ଶିକାରୀଙ୍କ ମଧ୍ୟରୁ ପୁତୁରା ଧରାପଡିଥିବା…

ଛେଳି ମାରିଦେବାରୁ ବାଘ ଶିକାର, ୩ ଶିକାରୀ ଗିରଫ

ନୟାଗଡ : ଛେଳି ମାରିଦେବାରୁ ବାଘ ଶିକାର। ୩ ଶିକାରୀ ଗିରଫ । ନୟାଗଡ଼ ଗଣିଆ ବନାଞ୍ଚଳରୁ କଲରାପତରିଆ ବାଘ ଛାଲ ଜବତ । ମାମଲାରେ ୩ ଶିକାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ବନ୍ଧୁକ ଓ ଶିକାରରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଗତ ଜାନୁଆରୀ ମାସରେ ଗଣିଆ ବନାଞ୍ଚଳ ଅଧୀନ ଖଳିସାହି…

ଶିକାରୀ ଓ ବନ କର୍ମଚାରୀ ହାତାହାତି, ଶିକାରୀ ଗିରଫ

ନୀଳଗିରି : ଶିକାରୀ ଓ ବନକର୍ମଚାରୀ ହାତାହାତି । ଜଣେ ଶିକାରୀ ଗିରଫ । ବାଲେଶ୍ୱର ଜିଲ୍ଲା କୁଳଡ଼ିହା ଅଭୟାରଣ୍ୟ ଜାମପଦା ଗୁଡ଼ିଖାଣିଆ ଅଞ୍ଚଳରେ ଘଟିଛି ଘଟଣା । ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ ଦାଦା ପୁତୁରା । ଗୁପ୍ତ ଖବର ପାଇ ଫରେଷ୍ଟ ଗାର୍ଡ ଓ ସବୁଜ ବାହିନୀଙ୍କ ଏକ ଚାରି ଜଣିଆ ଟିମ୍…

ଶିମିଳିପାଳରୁ ଶିକାରୀ ଧରାଇଲା AI କ୍ୟାମେରା: ୨ ଗିରଫ ,୩ ଅଭିଯୁକ୍ତ ଫେରାର

ମୟୁରଭଞ୍ଜ : ଶିମିଳିପାଳରୁ ପୁଣି ଶିକାରୀ ଧରାଇଲା AI କ୍ୟାମେରା । ୫ ଶିକାରୀ ଠାବ ହୋଇଥିିବାବେଳେ ୨ଜଣଙ୍କୁ ଗିରଫ କରିଛି ଦକ୍ଷିଣ ଶିମିଳିପାଳ ବନବିଭାଗ । ସେମାନଙ୍କ ଠାରୁ ୫ଟି ଦେଶୀ ବନ୍ଧୁକ, ଗୋଟିଏ ହରିଣ ଶିଙ୍ଘ ଓ ଗୋଟିଏ ସମ୍ବର ସିଙ୍ଘ ଜବତ ହୋଇଛି ।  ଗିରଫ ଦୁଇ ଅଭିଯୁକ୍ତ କପ୍ତିପଦା ଥାନା…

ଶିମିଳିପାଳରୁ ପୁଣି ୧୩ ଶିକାରୀ ଗିରଫ, ଧରିଲା ଏ ଆଇ କ୍ୟାମେରା

ମୟୁରଭଞ୍ଜ : ବନ ବିଭାଗକୁ ବଡ଼ ସଫଳତା । ଶିମିଳିପାଳରୁ ପୁଣି ୧୩ ଶିକାରୀ ଗିରଫ । କେମେରା ଟ୍ରାପ୍ ରେ ଧରାପଡିଲେ ଶିକାରୀ। ଜଙ୍ଗଲ ମଧ୍ୟକୁ ଶିକାର କରିବାକୁ ଯିବ ବେଳେ ଏ ଆଇ କ୍ୟାମେରା ନଜରକୁ ଆସିଥିଲେ ଶିକାରୀମାନେ। କ୍ୟାମେରାରୁ ସିଗ୍ନାଲ ପାଇବା ପରେ ଶିମିଳିପାଳ କର୍ତ୍ତୃପକ୍ଷ ଚଢ଼ାଉ କରି…

ପୁଣି କ୍ୟାମେରା ଧରାଇଲା ୩ ଜଣ ଶିକାରୀଙ୍କୁ, ମାରାଣାସ୍ତ୍ର ଜବତ

ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଶିକାରୀ ଦାଉରୁ ସୁରକ୍ଷା ନିମନ୍ତେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ସଫଳତା ସହ କାର୍ଯ୍ୟ କରିବାରେ ଲାଗିଛି ।  କ୍ୟାମେରା ସହାୟତାରେ ପୁଣି ୩ ଜଣ ଶିକାରୀ ଧରା ପଡିଛନ୍ତି। ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ (ଏସଡବ୍ଲୁଆଇଏନ) ପରି…

ଜଙ୍ଗଲରୁ ମାରଣାସ୍ତ୍ର ସହ ୨ ଶିକାରୀ ଗିରଫ

ଆନନ୍ଦପୁର : ଜଙ୍ଗଲରୁ ମାରଣାସ୍ତ୍ର ସହ ୨ ଶିକାରୀ ଗିରଫ। ବନ୍ଯଜନ୍ତୁ ଶିକାର ଉଦ୍ଦେଶ୍ଯରେ ରାତିଅଧରେ ଜଙ୍ଗଲରେ ଲୁଚିଥିବା ବେଳେ ଶିକାରୀଙ୍କୁ ଗିରଫ କଲା ବନବିଭାଗ। ଆନନ୍ଦପୁର ଉପଖଣ୍ଡ ହଦଗଡ ହସ୍ତୀ ଅଭୟାରଣ୍ୟର ଦଲକି ଅଞ୍ଚଳରେ ୨ଶିକାରୀ ଛପି ରହିଥିବା ଖବରପାଇ ଚଢଉ କରିଥିଲା ବନବିଭାଗ।…

ଶିମିଳିପାଳରୁ ପୁଣି ଶିକାରୀ ଗିରଫ, ୩ ଟି ବନ୍ଧୁକ, ହରିଣ ଶିଙ୍ଗ ଜବତ

ଶିମିଳିପାଳରୁ ପୁଣି ଶିକାରୀ ଗିରଫ। ଶିମିଳିପାଳରେ ଏଆଇ ଓ କ୍ୟାମେରା ଟ୍ରାପ୍ ରୁ ଫଟୋ ମିଳିବା ପରେ ଧରାପଡିଲେ ଶିକାରୀ । ଏସିଏଫ୍ ଏବଂ ପିଠାବଟା ଦକ୍ଷିଣ ରେଞ୍ଜ କର୍ମଚାରୀ ଚଢ଼ାଉ କରି ୩ ଶିକାରୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି । ବନ୍ଧୁକ ସମେତ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ।…

୨ ଟି ବାଘ ଛାଲ ଜବତ, ୫ ଶିକାରୀ ଗିରଫ

କନ୍ଧମାଳ : ଫୁଲବାଣୀ ବନ ଖଣ୍ଡକୁ ମିଳିଛି ଏକ ବଡ ସଫଳତା । ୫ ଜଣ ଶିକାରୀ ସହ ଜଣେ ବ୍ୟବସାୟୀକୁ ଗିରଫ କରି ତାଙ୍କ ଠାରୁ ୨ ଟି କଲରାପତରିଆ ବାଘ ଛାଲ, ୬ ଟି କୁଟୁରା ଚମଡା, ଗୋଧି ଚମଡା ୨ ଟି ଉଦ୍ଧାର କରିଛି ବନ ବିଭାଗ । ଫୁଲବାଣୀ ବନ ଖଣ୍ଡର ଟିକାବାଲି ରେଞ୍ଜ ଅନ୍ତର୍ଗତ ଦଳପଡା ପଂଚାୟତର…

ଲଖାରି ଅଭୟlରଣ୍ୟରୁ ୪ ଶିକାରୀ ଗିରଫ, ଦେଶୀ ବନ୍ଧୁକ, ବାରୁଦ ଏବଂ ବାଟୁଳା ଜବତ

ମୋହନା : ଶିକାର ବେଳେ ମାଡି ବସିଲା ବନ ବିଭାଗ l ୪ ଶିକାରୀ ଗିରଫ ହୋଇଥିବା ବେଳେ ୨୦ ରୁ ଅଧିକ ଫେରାର ହୋଇଯାଇଛନ୍ତି l ସେମାନଙ୍କ ଠାରୁ ଦେଶୀ ବନ୍ଧୁକ, ବାରୁଦ ଏବଂ ବାଟୁଳା ଜବତ ହୋଇଛି l ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଲଖlରୀ ଅଭୟlରଣ୍ୟରେ ଘଟିଛି ଏଭଳି ଘଟଣା l ଶୁକ୍ରବାର…