ଗରମରେ ଆରାମ ଦେବ ପୋଦିନା ସରବତ୍, ତେବେ ଜାଣନ୍ତୁ ଏହାକୁ କେମିତି ଘରେ ସହଜରେ କରିବେ ପ୍ରସ୍ତୁତ
ଗରମ ଦିନ ଆସିଗଲାଣି ଏମିତିରେ ଘରୁ ବାହାରିବା ବହୁତ ମୁସକିଲ ହୋଇପଡେ। ସାଧାରଣତଃ ଖରାଦିନେ ଶରୀରରେ ଜଳୀୟ ଅଂଶ କମିଯାଏ। ସେଥିପାଇଁ ଏହି ସମୟରେ ବଜାରରେ ଲେମ୍ବୁ ସରବତ୍, ପୋଦିନା ସରବତ୍, ପଇଡ ବିକ୍ରି ହୋଇଥାଏ। ଗରମରେ ଏହାକୁ ପିଇଦେଲେ ମନ ଶାନ୍ତି ହେଲା ଭଳି ଲାଗିଥାଏ। ଆଉ ଏହାକୁ ଯଦି ଆମେ ଘରେ…