ପୋଦିନାରେ ପ୍ରସ୍ତୁତ ଚା’ରୁ ମିଳିଥାଏ ଏହିସବୁ ସ୍ୱାସ୍ଥ୍ୟଜନିତ ଫାଇଦା
ପୋଦିନାରୁ ମିଳୁଥିବା ଫାଇଦା ବିଷୟରେ ଆପଣତ ଜାଣିଥିବେ । ଓ୍ୟୖଷଧିୟ ଗୁଣରେ ପରିପୂର୍ଣ୍ଣ ପୋଦିନାକୁ ସେବନ କରି ଆପଣ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବେ । ଏମିତିରେ ତ’ ଆମେ ପୋଦିନାକୁ ଚଟଣି ଆକାରରେ ବ୍ୟବହାର କରିଥାଉ, କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ପୋଦିନାରୁ ଚା’ ପ୍ରସ୍ତୁତ…