ବରଯାତ୍ରୀ ଆସିବା ପୂର୍ବରୁ ବିଷ ପିଇ ଦେଲା କନ୍ୟା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ବଲାଙ୍ଗୀର (କେନ୍ୟୁଜ): ଆସନ୍ତା କାଲି ଥିଲା ବାହାଘର । ବରଯାତ୍ରୀ ଆସିବା ପୂର୍ବରୁ କନ୍ୟା ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ଚିକଲବାହାଲ ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ କନ୍ୟା ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛି। ଝିଅର ନା ସୀମା…