ଚାଷୀଙ୍କ ଘରୁ ବାହାରିଲା ପୁଳାପୁଳା ସାପ, ଆଉ ତା ପରେ…
ରବିବାର ଦିନ ଉତ୍ତରପ୍ରଦେଶର ମେରଟର ଦୌରାଳା ଥାନା ଅଞ୍ଚଳର ସିମାଉଲି ଗାଁରେ ଜଣେ ଚାଷୀଙ୍କ ଘରେ ଯାହା ଘଟିଥିଲା, ସେ ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିବେ । ମେରଟର ଦୌରାଳା ଥାନା ଅଞ୍ଚଳର ସିମାଉଲି ଗାଁରେ, ରବିବାର ଦିନ ଜଣେ ଚାଷୀଙ୍କ ଘରୁ ଗୋଟିଏ ପରେ ଗୋଟିଏ ଅନେକ ସାପ ବାହାରିବା ପରେ ହଇଚଇ…