Browsing Tag

pok

ପାକିସ୍ତାନରେ ଉତ୍ତେଜନା, ଶହବାଜ ଶରିଫଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କଶ୍ମୀରରେ ଚାଲିଛି ଉତ୍ତେଜନା । ସୋମବାର ହଜାର ହଜାର ସଂଖ୍ୟାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଗୋଟେ ପଟେ ଏସିଆ କପରେ ଭାରତ ପାକିସ୍ତାନକୁ ହରାଇବା ପରେ ପିଓକେ ଅଧିକାର ପାଇଁ ଲଢୁଛନ୍ତି ଏଏସି ବା ଆୱାମୀ ଆକ୍ସନ କମିଟିର ସଦସ୍ୟ । ଦୋକାନ ବଜାର ସଟଡାଉନ ହେବା…

ପାକିସ୍ତାନରେ ତାଣ୍ଡବ ରଚିଛି ବନ୍ୟା, ୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ

ପାକିସ୍ତାନରେ ଭୟଙ୍କର ବନ୍ୟା । ମୃତ୍ୟୁ ସଂଖ୍ୟା ଦୁଇ ଶହକୁ ବୃଦ୍ଧି। ପାକିସ୍ତାନରେ ବନ୍ୟା ପ୍ରଳୟ ଆସି ଗତକାଲି ଗୋଟିଏ ଦିନରେ ୧୯୪ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟା ପାଣିରେ ଭାସିଗଲେ ଶହ ଶହ ଲୋକ । ଉତ୍ତର ପାକିସ୍ତାନରେ ତାଣ୍ଡବ ରଚିଛି ବନ୍ୟା । ମାଟି ଅତଡ଼ା ବୁଡ଼ାଇ ଦେଲା ବହୁ ଘର, ଦୋକାନ,…

‘ଆଉ ଅଳ୍ପ ଦିନରେ ପିଓକେ ଆମର ହେବ, ସେଠିକାର ଲୋକ ଭାରତକୁ ଫେରିବେ : ରାଜନାଥ ସିଂ

ନୂଆଦିଲ୍ଲୀ: ପାକିସ୍ତାନକୁ ପୁଣିଥରେ ସମାଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ପାକିସ୍ତାନକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଉ ଅଳ୍ପ ଦିନରେ ପିଓକେ ଆମର ହେବ । ସେଠିକାର ଲୋକ ଭାରତକୁ ଫେରିବେ । ଆତଙ୍କବାଦ କାରବାର କରୁଥିବା ଲୋକଙ୍କୁ ବହୁ ମୂଲ୍ୟ…

ପାକିସ୍ତାନରେ ପୁଣି ମର୍ମନ୍ତୁଦ ଦୁର୍ଘଟଣା, ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ମିଳିଲା ୧୬ ମୃତଦେହ

ପାକିସ୍ତାନ ଅଧିକୃତ ଗିଲଗିତ-ବାଲିସ୍ତାନ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ସିନ୍ଧୁ ନଦୀକୁ ଖସି ପଡିଛି । ଫଳରେ ୧୬ ଜଣଙ୍କ ମୃତଦେହକୁ ଜବତ କରାଯାଇଛି । ସମସ୍ତ ଯାତ୍ରୀ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ଖବର ମୁତାବକ, ଦୁର୍ଘଟଣା ହୋଇଥିବା…

ପାକିସ୍ତାନ ଅଧିକୃତ କାଶ୍ମୀର ଲୋକେ ଆନ୍ଦୋଳନ କରୁଛନ୍ତି, ଭାରତରେ ମିଶିବା ପାଇଁ ଆଗ୍ରହୀ !

ବର୍ଷ ବର୍ଷ ଧରି ଜମ୍ମୁ କାଶ୍ମୀର ଭାରତକୁ ଏକ କ୍ଷତ ଭଳି ଯନ୍ତ୍ରଣା ଦେଇ ଆସୁଥିଲା । ସ୍ୱାଧୀନତା ସମୟରେ ବ୍ରିଟିଶ ଶାସକ ଏମିତି ଏକ କେଁ ରଖି ଦେଇ ଗଲେ ଯେ ଯାହାର ସମାଧାନ ହୋଇ ପାରୁନଥିଲା । ସେମାନେ କାଶ୍ମୀରକୁ ଭାଗ ଭାଗ କରି ଅଧା ଭାରତରେ ଆଉ ଅଧା ପାକିସ୍ତାନରେ ରଖି ଦେଇଗଲେ । ପୁଣି କିଛି…

PoKରେ ସ୍ଥିତି ଜଟିଳ, ଆନ୍ଦୋଳନ ବେଳେ ଜଣେ ପୋଲିସ ଅଧିକାରୀ ମୃତ; ୧୦୦ରୁ ଅଧିକ ଆହତ

ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ସ୍ଥିତି ଏବେ ନିୟନ୍ତ୍ରଣ ବାହାରେ । ଏଠାରେ ଗହମ ଅଟା ଓ ବିଦ୍ୟୁତ୍‌ ମୂଲ୍ୟ ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା…

‘ନେହେରୁଙ୍କ ଭୁଲ୍‌ ଯୋଗୁ ସୃଷ୍ଟି ହୋଇଛି PoK’, ଲୋକସଭାରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଯେ ନେହେରୁଙ୍କ ଭୁଲ ଯୋଗୁ 'PoK' ସୃଷ୍ଟି ହୋଇଛି। ଅମିତ ଶାହ କହିଛନ୍ତି, 'ପଣ୍ଡିତ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ଦୁଇଟି ବଡ଼ ଭୁଲ ହୋଇଥିଲା, ଯେଉଁଥିପାଇଁ କାଶ୍ମୀରକୁ ବର୍ଷ ବର୍ଷ ଧରି…

POKରେ ଆତଙ୍କବାଦୀଙ୍କ ମୁଣ୍ଡକଟା ମୃତଦେହ ଜବତ, ୨୦୧୮ରେ ଜମ୍ମୁର ସେନା ଶିବିର ଉପରେ କରିଥିଲେ ଆକ୍ରମଣ

ପାକିସ୍ତାନ ଅଧିକୃତ କାଶ୍ମୀର (POK)ରେ ଜଣେ ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌ ଲଶ୍କର ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ରବିବାର ଏଠାରେ ଖ୍ୱାଜା ଶାହିଦ ନାମକ ଆତଙ୍କୀଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। କହି ରଖୁଛୁ, ୨୦୧୮ ମସିହାରେ ଜମ୍ମୁର ସେନା ଶିବିର ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ…

‘ପିଓକେ’କୁ ଖାଲି କରିବା ପାଇଁ ଦାବି କଲା ଭାରତ, ନ୍ୟାୟ ପାଇଁ ଅପେକ୍ଷା

ଭାରତର ଅଭିନ୍ନ ଅଙ୍ଗ ହେଉଛି ଜମ୍ମୁ କାଶ୍ମୀର । କିନ୍ତୁ ପାକିସ୍ତାନ ଭାରତ ସୀମାରେ ଥିବା ପିଓକେକୁ ବେଆଇନ ଭାବେ କବଜା କରି ରଖିଛି । ବର୍ତ୍ତମାନ ‘ପିଓକେ’କୁ ତୁରନ୍ତ ଖାଲି କରିବା ପାଇଁ ଭାରତ ଦାବି କରିଛି । ମିଳିତ ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ଆତଙ୍କବାଦ ବିରୋଧରେ…

ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା, POK ସୀମାରେ ୪ ପାକିସ୍ତାନୀ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀରରେ ସେନା ଏବଂ ପୋଲିସର ମିଳିତ ଅପରେସନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଜମ୍ମୁ-କାଶ୍ମୀର ପୋଲିସ କହିଛି ଯେ ଏଠାରେ କୁପୱାଡାରେ ମାଛଲ୍‌ ସେକ୍ଟରର କାଲା ଜଙ୍ଗଲରେ ୪ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଏହି ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ…

ପିଓକେରେ ପାକିସ୍ତାନ ବିରୋଧରେ ବିକ୍ଷୋଭ ଜୋରଦାର, ଲୋକେ କହିଲେ ଆମକୁ ଭାରତରେ ପୁଣି ମିଶାଇ ଦିଅ

ନୂଆଦିଲ୍ଲୀ : ପାକିସ୍ତାନରେ ଏବେ ବହୁ ସଂକଟରେ ଗତି କରୁଛି । ଦେଶରେ ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ଅଟା କିଲୋ ୭୦ ଟଙ୍କାକୁ ଛୁଇଁଛି । ସବୁ ଲୋକ ଅଟା ମଧ୍ୟ ପାଉ ନାହାଁନ୍ତି । ଏହି ସଂକଟ ମଧ୍ୟରେ ପାକିସ୍ତାନରୁ ଆଉ ଏକ ଖବର ଜାଣିବାକୁ ମିଳିଛି । ପାକ୍‌ ଅଧୀକୃତ କଶ୍ମୀର (ପିଓକେ) ର ଗିଲଗିତ…

ପାକିସ୍ତାନୀ ସୈନ୍ୟଙ୍କୁ ନେଇ ଯାଉଥିବା ଟ୍ରକ୍‌ ୫୦୦ ଫୁଟ୍‌ ଖାଇକୁ ଖସିଲା; ୯ ମୃତ, ୪ ଆହତ

ପାକିସ୍ତାନ ଅଧୀକୃତ କାଶ୍ମୀର (PoK)ର ଶୌଜାବାଦ ଅଞ୍ଚଳରେ ରବିବାର ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୯ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ରିପୋର୍ଟ ମୁତାବକ, ରେଗୁଲାର ସୈନ୍ୟ ଡ୍ୟୁଟି ସମୟରେ ପାକିସ୍ତାନ ସେନାର ଏକ…