‘ନେହେରୁଙ୍କ ଭୁଲ୍ ଯୋଗୁ ସୃଷ୍ଟି ହୋଇଛି PoK’, ଲୋକସଭାରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ଯେ ନେହେରୁଙ୍କ ଭୁଲ ଯୋଗୁ 'PoK' ସୃଷ୍ଟି ହୋଇଛି। ଅମିତ ଶାହ କହିଛନ୍ତି, 'ପଣ୍ଡିତ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ଦୁଇଟି ବଡ଼ ଭୁଲ ହୋଇଥିଲା, ଯେଉଁଥିପାଇଁ କାଶ୍ମୀରକୁ ବର୍ଷ ବର୍ଷ ଧରି…