Browsing Tag

poliar nights

ମାସେ ଯାଏଁ ଏହି ସହରରେ ହୁଏନି ସୂର୍ଯ୍ୟୋଦୟ, ୨୨ ଜାନୁଆରୀ ୨୦୨୧ ପରେ ମିଳିବ ସୂର୍ଯ୍ୟଙ୍କ ଦର୍ଶନ

ସୂର୍ଯ୍ୟୋଦୟ ସହ ଆମ ସମସ୍ତଙ୍କ ଦିନ ଆରମ୍ଭ ହୋଇଥାଏ। କିନ୍ତୁ ଏମିତି ଏକ ସହର ରହିଛି ଯେଉଁଠାରେ ସୂର୍ଯ୍ୟୋଦୟ ହୋଇନଥାଏ । ସୂର୍ଯ୍ୟ ଥରେ ଅସ୍ତ ହେଲେ, ପ୍ରାୟ ୬୬ ଦିନ ଲାଗିଥାଏ ପୁଣି ଉଦୟ ହେବାକୁ। ଏମିତି ଅବିଶ୍ୱସନୀୟ ଘଟଣା ଆଲାସ୍କାସ୍ଥିତ ଉତ୍କିୟାବିକ୍‌ ସହରରେ ଘଟେ। ଏଠାରେ ୧୯ ନଭେମ୍ବରରେ…