ହାଇଦ୍ରାବାଦ ଘଟଣା ପରେ ମହିଳାମାନଙ୍କୁ ସୁରକ୍ଷିତ ରହିବା ପାଇଁ ଭୁବନେଶ୍ୱର ପୋଲିସ କମିସନରେଟ ଜାରି କଲେ ଆଡଭାଇଜରୀ
ଭୁବନେଶ୍ୱର (କେନ୍ୟୁଜ୍) : ହାଇଦ୍ରାବାଦ ଘଟଣା ପରେ ମହିଳାମାନଙ୍କୁ ସୁରକ୍ଷିତ ରହିବା ପାଇଁ ପୋଲିସ ଆଡଭାଇଜରି ଜାରି। ମହିଳାମାନଙ୍କୁ ସତର୍କ ରହିବାକୁ ଭୁବନେଶ୍ୱର ପୋଲିସ କମିସନରେଟ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅପରିଚିତଙ୍କୁ ବିଶ୍ୱାସ ନକରିବାକୁ, ଅଜଣା ଲୋକଙ୍କ ସହ…