ରଣକ୍ଷେତ୍ର ପାଲଟିଲା ସିଏମସି କାର୍ୟ୍ୟାଳୟ ସମ୍ମୁଖ : ପୋଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି
କଟକ (କେ ନ୍ଯୁଜ୍) : ରଣକ୍ଷେତ୍ର ପାଲଟିଲା ସିଏମସି କାର୍ୟ୍ୟାଳୟ ସମ୍ମୁଖ । ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଏପରକି କିଛି କଂଗ୍ରେସ କର୍ମୀ ପୋଲିସ ଉପରକୁ ଚେୟାର ଫିଙ୍ଗିଥିବା ଦେଖିବାକୁ ମିଳିଥିଲା। କଟକ ମହାନଗର ନିଗମରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ପ୍ରତିବାଦରେ…