Browsing Tag

police arrested robbers

କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରୁ ୬ଜଣ ଡକାୟତ ଗିରଫ, ନଗଦ ୫ ଲକ୍ଷ ୩୨ହଜାର ଟଙ୍କା ସହିତ ଭୁଜାଲି ଓ ୬ଟି ମୋବାଇଲ ଜବତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରୁ ୬ଜଣ ଡକାୟତ ଗିରଫ । ନିକିରାଇ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାର୍ଡ ବିଭିନ୍ନ ସ୍ଥାନରେ ଚଢାଉ କରି ୬ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୫ ଲକ୍ଷ ୩୨ହଜାର ଟଙ୍କା ଜବତ କରିଛି । ଏହାସହ ଭୁଜାଲି ଓ ୬ଟି ମୋବାଇଲ ଜବତ କରାଯାଇଛି ।…

ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ କରୁଥିବା ୩ ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ବର: କମିଶନରେଟ୍‌ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କ ଠାରୁ ଲୁଟୁଥିବା ୩ ଜଣଙ୍କୁ ଗିରଫ କଲା ପୋଲିସ । ଗତ ମାସ ୨୫ ତାରିଖରେ ସୁଲୋଚନା ପତି ଓ ତାଙ୍କ ସ୍ୱାମୀ ଭୁବନେଶ୍ୱର ଫେରୁଥିବା ବେଳେ ଭିଙ୍ଗାରପୁର ଛକ ନିକଟରେ ଲୁଟ୍‌ ହୋଇଥିଲା । ତିନି ଜଣ…

ଯାଜପୁର ବଡଚଣା ପୋଲିସ ଦ୍ୱାରା ୩ଲୁଟେରା ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ବଡଚଣା ପୋଲିସ ଦ୍ୱାରା ୩ଲୁଟେରା ଗିରଫ । ଅଭିଯୋଗ ମୁତାବକ, ଜାତୀୟ ରାଜପଥର ଛତିଆ ନିକଟରେ ଏହି ଲୁଟେରାମାନେ ବଡଚଣା ଥାନା ବେଣାପୁର ଗ୍ରାମର ସତ୍ୟବ୍ରତ ଦାସଙ୍କୁ ମାଡ ମାରି ମୋବାଇଲ ଓ ଟଙ୍କା ଛଡାଇ ନେଇଥିଲେ । ଏନେଇ ସତ୍ୟବ୍ରତ ଥାନାରେ ଅଭିଯୋଗ କରିଥିଲେ । ଏହାକୁ…