Browsing Tag

police arrested robbery gang

ଧରାପଡ଼ିଲେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍କ: ୫ଲକ୍ଷ ଟଙ୍କା, ଗାଡି ଓ ସୁନା ଜବତ

ସମ୍ବଲପୁର: ସମ୍ବଲପୁର ପୋଲିସ ହାତରେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ । ଡକାୟତି ଗ୍ୟାଙ୍ଗର ୧୦ ଜଣଙ୍କୁ ଗିରଫ କଲା ପୋଲିସ । ଲଗାତର ରାଇସ୍ ମିଲ୍ ଗୁଡ଼ିକରେ ଡକାୟତି କରୁଥିଲେ ଏହି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ୫ ଲକ୍ଷ ୧୨ ହଜାର ଟଙ୍କା, ୪୮୦ ଗ୍ରାମ ସୁନା ଓ ୧୬୫ ଗ୍ରାମ ରୁପା ଅଳଙ୍କାର ଜବତ…

କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୮ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ୍ , ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ କରୁଥିଲେ ଲୁଟ୍‌

ଭୁବନେଶ୍ବର : ଗତ କିଛି ଦିନ ଭିତରେ ରାଜଧାନୀ ଭୁବନେଶ୍ୱରରେ ଅନେକ ଲୁଟ୍‌, ଛିନତାଇ ଏବଂ ରକ୍ତାକ୍ତ ଆକ୍ରମଣ ଘଟଣା ଘଟି ଚାଲିଛି । ଏମିତିକି ଲୁଟେରାଙ୍କ ଆକ୍ରମଣରେ ନୂଆପଲ୍ଲୀ ଏନ୍‌-୪ ଅଞ୍ଚଳରେ ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ତେବେ କମିଶନରେଟ ପୋଲିସ ଏକ ବଡ଼ ଲୁଟେରା…