୪ ବର୍ଷର ଶିଶୁ ପୁତ୍ରକୁ ଅପହରଣ କଲା ଧରମ ମାମୁଁ, ତିନି ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ
ଭୁବନେଶ୍ୱର: ଭୁବନେଶ୍ୱରର ଭୋଇନଗରରୁ ଶିଶୁ ପୁତ୍ର ଅପହରଣ । ଶିଶୁ ପୁତ୍ରକୁ ଅପହରଣ କରିଥିଲା ଧରମ ମାମୁଁ । ବୁଲେଇବା ନାଁରେ ଛୁଆକୁ ନେଇ ମାରିଲା ଚମ୍ପଟ । ତିନି ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ । ହଁ ଆଜ୍ଞା ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରର ଭୋଇ ନଗରରୁ ୪ ବର୍ଷର ଶିଶୁ…