Below header
Browsing Tag

police arrests

ପରିସ୍ରା ବାହାନାରେ କୋର୍ଟରୁ ସରପଞ୍ଚଙ୍କ ଫେରାର ଉଦ୍ୟମ, ସିନେମା ଷ୍ଟାଇଲରେ ଧରିଲା ପୋଲିସ

ବଲାଙ୍ଗୀର (କେନ୍ୟୁଜ): ଚାନ୍ଦା ମାଗିବା ଅଭିଯୋଗରେ ଗିରଫ ହୋଇଥିବା ସରପଞ୍ଚଙ୍କ ପୋଲିସ ହେପାଜତରୁ ଫେରାର ଉଦ୍ୟମ । ପୁଣି ତାଙ୍କ ନାମରେ ରୁଜୁ ହେଲା ଆଉ ଏକ ମାମଲା । କୋର୍ଟରେ ହାଜର ହେବା ପରେ ତାଙ୍କର ଜାମିନ ନାମଞ୍ଜୁର ହୋଇଥିଲା ଏହାପରେ କୋର୍ଟରୁ ଫେରାର ଉଦ୍ୟମ କରିଥିଲେ । ହେଲେ ମାଡ଼ିବସିଲା…