ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ ସୋମନାଥ ପଲେଇ, ୪ ହଜାର ଟଙ୍କା ନେଉଥିଲେ ଲାଞ୍ଚ
ଭୁବନେଶ୍ୱର : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ। ଭୁବନେଶ୍ୱର ବାଲିଅନ୍ତା ଥାନା ଏଏସଆଇ ସୋମନାଥ ପଲେଇ। ଏକ ପାରିବାରିକ ଗଣ୍ଡଗୋଳ ଘଟଣାରେ ନେଉଥିଲେ ଲାଞ୍ଚ । ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଲାଞ୍ଚ ନ ଦେଲେ ଗିରଫ କରିବେ ବୋଲି ଦେଇଥିଲେ ଧମକ । …