ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା ଆମେ ସମ୍ପୂର୍ଣ୍ଣ ରୂପେ ଆପଣମାନଙ୍କୁ ଦେଖାଇ ପାରିବୁନାହିଁ । ଏ ଦୃଶ୍ୟକୁ ଯିଏବି ଦେଖିବ ରକ୍ତ ଗମର ହୋଇଯିବ ।
ଚାନ୍ଦବାଲି ଥାନା ସମ୍ମୁଖରେ ଲୋକଙ୍କ ଆଗରେ…