Browsing Tag

police beaten

ବାଲେଶ୍ବରରେ ମଦ ପାଇଁ ଗୋଷ୍ଠୀ ସଂଘର୍ଷ, ପିଟା ଖାଇଲା ପୋଲିସ

ବାଲେଶ୍ବର(କେନ୍ୟୁଜ୍):ହୋଲିରେ ମଦ ପିଇବାକୁ ନେଇ ଗଣ୍ଡଗୋଳ। ପୋଲିସ ଉପରେ ଆକ୍ରମଣ । ଦୁଇ ଜଣ ସବଇନସପେକ୍ଟରଙ୍କ ସହ ୭ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଖନ୍ତାପଡ଼ା ଗୋପାଳପୁର ବଜାରରେ। ଏକ ବିଦେଶୀ ମଦ ଦୋକାନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ…

ଭଦ୍ରକ: ସାଧା ପୋଷାକରେ ପୋଲିସ ବାବୁଙ୍କ ଦବଙ୍ଗଗିରି, ଆଖଣ୍ଡଳମଣି ମନ୍ଦିର ସେବାୟତଙ୍କୁ ମାରିଲେ ମାଡ଼

ପୋଲିସ ବାବୁଙ୍କ ଦବଙ୍ଗଗିରି। ପୁଣି ସାଧା ପୋଷାକରେ ମନ୍ଦିର ଭିତରେ ସେବାୟତଙ୍କୁ ମାରିଛନ୍ତି ମାଡ଼। ଆରଡ଼ିର ବାବା ଆଖଣ୍ଡଳମଣି ପୀଠରେ ମନ୍ଦିର ଭିତରେ ପଶି ସେବାୟତଙ୍କୁ ମାଡ଼ ମାରିଛନ୍ତି ଧୁଷୁରୀ ଥାନା ଆରଡ଼ି ଫାଣ୍ଡିରେ ଥିବା କନେଷ୍ଟବଳ ମୋହନ କୁମାର ପୁହାଣ। ହାପ ପ୍ୟାଣ୍ଟ ଓ ଗଞ୍ଜି ପିନ୍ଧି…

ପୋଲିସ୍ ବାବୁଙ୍କ ଗୁଣ୍ଡାଗିରି, ବିଚ୍ ରାସ୍ତାରେ ଅଟୋଚାଳକଙ୍କୁ ନିର୍ଧୁମ ପିଟିବା ସହ ଧରାଇଲେ ଗୋଡ

ପୋଲିସ୍ ବାବଙ୍କୁ ଗୁଣ୍ଡାଗିରି । ବିଚ୍ ରାସ୍ତାରେ ଅଟୋ ଚାଳକଙ୍କୁ ନିର୍ଧୁମ ପିଟିଲେ । ଏପରିକି ଗୋଡ ଧରି କ୍ଷମା ମାଗିବାକୁ କଲେ ବାଧ୍ୟ । ପ୍ରାୟ ୧୫ ମିନିଟ୍ ଯାଏ ଚାଲିଥିଲା ବଡ଼ ବାବୁଙ୍କ ଏହି ଗୁଣ୍ଡା ଗିରି । ଘଟଣାଟି ଘଟିଛି ଲକ୍ଷ୍ନୌର କୃଷ୍ଣ ନଗରରେ । ତେବେ ଏଯାଏ ଜଣା ପଡିନାହିଁ କିଏ…

ମଦୁଆ ପୋଲିସ ବାବୁଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଉତ୍ତ୍ୟକ୍ତ ଲୋକ

ଉତ୍ତରପ୍ରଦେଶ : ମଦୁଆ ପୋଲିସକୁ ପାନେ । ରାସ୍ତାରେ ଗୋଡ଼େଇ ପିଟିଲେ ଉତ୍ତ୍ୟକ୍ତ ଲୋକ । ପ୍ୟାଣ୍ଟ ସାର୍ଟ ଚିରିଦେଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବୁଲନ୍ଦସରରେ । ଥାନା ବାବୁଙ୍କୁ ଲୋକ ବିଧା ଗୋଇଠା ବି ମାରିଛନ୍ତି । ତଳେ ପକାଇ ନିର୍ଧୂମ ପିଟିଥିଲେ । ଅଭିଯୋଗ…