ବନ୍ଧୁକ ଧରି ଡ଼ରେଇବା ପଡିଲା ମହଙ୍ଗା, ୩ ଗିରଫ
କଳାହାଣ୍ଡି : ବନ୍ଧୁକ ଧରି ଡ଼ରେଇବା ଯୋଗୁ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଆପାଚି ବାଇକ ଓ ପିସ୍ତଲ ସହ ୩ ଜୀବନ୍ତ ଗୁଳି ଜବତ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରୁ ଆସିଛି ଅଭିଯୋଗ । ଗତକାଲି ସନ୍ଧ୍ୟାରେ ଅନ୍ତର୍ଲା ଗାଁର କାହ୍ନୁ ବରିହା ଓ ପୋରାଗାଁର ଦେବେନ୍ଦ୍ର ସାହୁ ନାମକ ବ୍ୟକ୍ତି ଏକ…