କର୍ଫ୍ୟୁ ହଟିବା ପରେ କଟକକୁ ଫେରୁଛି ଶାନ୍ତି, ଛକ ଛକରେ ପଇଁତରା ମାରୁଛି ପୋଲିସ
କଟକ : ଭାଇଚାରାର ସହର କଟକକୁ ଫେରୁଛି ଶାନ୍ତି । କର୍ଫ୍ୟୁ ହଟିବା ପରେ ଏବେ ସ୍ବାଭାବିକ ହୋଇଛି ଇଣ୍ଟରନେଟ ସେବା । ୪୮ ଘଣ୍ଟା ପରେ କଟକ ସହରରେ ଇଣ୍ଟରନେଟ ଓ ସୋସିଆଲ ମିଡିଆ ସ୍ବାଭାବିକ ହୋଇଛି । ସୋସିଆଲ ମିଡିଆ ଉପରୁ ହଟିଛି କଟକଣା । ୫ତାରିଖ ସଂଧ୍ୟା ୭ଟାରେ ପ୍ରଥମେ ୨୪ଘଣ୍ଟା ଓ ୬ ସଂଧ୍ୟାରେ…