ପୋଲିସ କନଷ୍ଟେବଳ ପଦବୀ ପାଇଁ ବମ୍ପର ଭର୍ତ୍ତି, ୧୨ଶ ପାସ୍ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ
ପୋଲିସ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ୧୨ଶ ପାସ୍ କରିଥିବା ଯୁବପିଢି ପୋଲିସ କନଷ୍ଟେବଳ ପଦବୀ ପାଇଁ ଆବେଦନ ତୁରନ୍ତ କରନ୍ତୁ । ପଞ୍ଜାବ ପୋଲିସରେ ୧୭୦୦ରୁ ଅଧିକ କନଷ୍ଟେବଳ ପଦବୀ ଖାଲିପଡିଛି । ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ସାଇଟ punjabpolice.gov.in କୁ ଯାଇ ଆବେଦନ…