Below header
Browsing Tag

police dg sunil kumar bansal

କୋରାପୁଟ ଗସ୍ତ କରି OSAP ତୃତୀୟ ବାଟାଲିୟନ୍‌ ପରିଦର୍ଶନ କଲେ ପୋଲିସ ଡିଜି ସୁନୀଲ ବଂଶଲ

କୋରାପୁଟ(କେନ୍ୟୁଜ୍):  ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ। ପ୍ରଥମେ କୋରାପୁଟ ଗସ୍ତ କରି OSAP ତୃତୀୟ ବାଟାଲିୟନ୍‌ ପରିଦର୍ଶନ କରିଥିଲେ। ପରେ SOG ଓ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ଦକ୍ଷିଣ ପଶ୍ଚିମାଞ୍ଚଳ…

ଆଜି ଦାୟିତ୍ୱ ନେବେ ନବନିଯୁକ୍ତ ପୋଲିସ ଡିଜିି ସୁନୀଲ କୁମାର ବଂଶଲ, ବିଧିବଦ୍ଧ ଭାବେ ଗ୍ରହଣ କରିବେ କାର୍ଯ୍ୟଭାର

ଭୁବନେଶ୍ବର(କେନ୍ଯୁଜ୍): ଆଜି ଦାୟିତ୍ୱ ନେବେ ନବନିଯୁକ୍ତ ପୋଲିସ ଡିଜିି ସୁନୀଲ କୁମାର ବଂଶଲ । ପୋଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ ସରୁଥିବାରୁ ତାଙ୍କଠାରୁ ବିଧିବଦ୍ଧ କାର୍ଯ୍ୟଭାର ଗ୍ରହଣ କରିବେ । ଦୁଇ ବର୍ଷ ଏହି ପଦରେ ରହିବେ । ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ ।…