କୋରାପୁଟ ଗସ୍ତ କରି OSAP ତୃତୀୟ ବାଟାଲିୟନ୍ ପରିଦର୍ଶନ କଲେ ପୋଲିସ ଡିଜି ସୁନୀଲ ବଂଶଲ
କୋରାପୁଟ(କେନ୍ୟୁଜ୍): ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ। ପ୍ରଥମେ କୋରାପୁଟ ଗସ୍ତ କରି OSAP ତୃତୀୟ ବାଟାଲିୟନ୍ ପରିଦର୍ଶନ କରିଥିଲେ। ପରେ SOG ଓ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ଦକ୍ଷିଣ ପଶ୍ଚିମାଞ୍ଚଳ…